ଏହି ନାମର ମହିଳାମାନେ ହୋଇଥାନ୍ତି ସ୍ୱାମୀଙ୍କ ପାଇଁ ଲକି

କୁହାଯାଇଥାଏ କି ବିବାହ ଏକ ପବିତ୍ର ବନ୍ଧନ ହୋଇ ଥାଏ , ଯେଉଁ ଥିରେ କି ଦୁଇ ଅଜଣା ଲୋକକୁ ନୁହଁ ବରଂ ଦୁଇ ପରିବାର କୁ ମିଶାଇ ଥାଏ । ଏହି ପବିତ୍ର ବନ୍ଧନ ସେତେ ପର୍ଯ୍ୟନ୍ତ ସୁଦୃଢ ହୋଇ ପାରି ନଥାଏ , ଯେତେ ପର୍ଯ୍ୟନ୍ତ ସ୍ୱାମୀ ସ୍ତ୍ରୀ ଦୁଇ ଜଣଙ୍କ ମଧ୍ୟ ରେ ଇମାନଦାରୀର ତଥା ବିଶ୍ବାସ ତଥା ଗଭୀର ସଂମ୍ପର୍କ ସହ ସଂମ୍ପର୍କ ଯୋଡି ନଥାନ୍ତି । ଆଜ୍ଞ ହଁ ଏହି ସ୍ୱାମୀ ସ୍ତ୍ରୀ ଦୁଇ ଜଣଙ୍କ ମଧ୍ୟ ରେ ଯଦି କୌଣସି ସୁ ସଂମ୍ପର୍କ ହୋଇ ନଥାଏ ତେବେ ଏମାନଙ୍କର ଜୀବନ ଶୈଳି କେବେ ବି ଭଲ ଭାବରେ ହୋଇ ନଥାଏ । ଏଥି ପାଇଁ ଆପଣ ଙ୍କୁ ଜାଣି ନେବା ଦରକାର କି ଆପଣ ଯାହା କୁ ବିବାହ କରୁଛନ୍ତି ତେବେ ଅନ୍ୟ ଜଣଙ୍କର ସହମତି କଣ ବୁଝି ନିଅନ୍ତୁ ।
ଏମିତି ରେ କିଛି ମହିଳା ଅଛନ୍ତି ଯେଉଁ ମାନେ କି ଖୁସି ରେ ତ ବିବାହ କରିଥାନ୍ତି କିନ୍ତୁ ବିବାହ ପରେ ସେମାନେ ତାଙ୍କର ସ୍ୱାମୀ ମାନଙ୍କୁ ତାଙ୍କର ଶରୀର ରେ ହାତ ଲଗାଇ ବାକୁ ଦେଇ ନଥାନ୍ତି । ମାନେ ସେମାନ ଙ୍କ ର ସ୍ବାମୀ ଯେତେବେଳେ ତାଙ୍କ ନିକଟକୁ ଆସିଥାନ୍ତି ସେତେବେଳେ ସେମାନେ ତାଙ୍କ ସ୍ୱାମୀ ମାନଙ୍କ ଠାରୁ ଦୁରକୁ ଚାଲି ଯାଇ ଥାନ୍ତି ଆମେ ତ ଆପଣ ମାନଙ୍କୁ ଏହାର କାରଣ କହି ପାରିବୁନି କିନ୍ତୁ ଏହି ୩ ନାମ ର ମହିଳା ମାନଙ୍କ ବିଷୟ ରେ କହିବୁ ଯେଉଁ ମାନେ କି ତାଙ୍କର ସ୍ୱାମୀ ମାନଙ୍କ ସହ ସଂମ୍ପର୍କ ରଖି ନଥାନ୍ତି । ତେବେ ଆସନ୍ତୁ ଜାଣିବା ସେହି ୩ ନାମ ର ମହିଳା ମାନଙ୍କୁ ।
S ନାମ ର ମହିଳା : ଏହି ନାମ ର ମହଳା ମାନେ ତାଙ୍କର ସ୍ୱାମୀ ମାନଙ୍କ ଠାରୁ ବିବାହ ପରେ ଅଲଗା ରହିଥାନ୍ତି । ଏମାନେ ତାଙ୍କର ସ୍ୱାମୀ ଙ୍କୁ ବହୁତ ଭଲ ପାଉ ଥିଲେ ମଧ୍ୟ ସେମାନେ ତାଙ୍କର ସ୍ୱାମୀ ମାନଙ୍କର ସ୍ପର୍ଶ କୁ ଭଲ ପାଇ ନଥାନ୍ତି , ତେଣୁ ସେମାନେ ବିବାହ ପରେ ତାଙ୍କର ସ୍ୱାମୀ ମାନଙ୍କ ଠାରୁ ଦୂର ରେ ରହି ଥାନ୍ତି । ସେମାନେ କେବଳ ତାଙ୍କର ସ୍ୱାମୀ ମାନଙ୍କ ସହ କଥା କହି ବାକୁ ଭଲ ପାଇ ଥାନ୍ତି ।
P ନାମ ର ମହିଳା : ଏହି ନାମ ର ମହଳା ମାନେ ତାଙ୍କର ସ୍ୱାମୀ ମାନଙ୍କ ଠାରୁ ବିବାହ ପରେ ଅଲଗା ରହିଥାନ୍ତି । କାରଣ ଏମାନେ ବିବାହ ପୁର୍ବ ରୁ ତାଙ୍କର ସାଙ୍ଗ ସାଥୀ ମାନଙ୍କ ସହ ସମୟ କାଟି ଥାନ୍ତି , ତେଣୁ ଏମାନେ ବିବାହ ପରେ ତାଙ୍କର ସ୍ୱାମୀ ମାନଙ୍କୁ ଗୁରୁତ୍ୱ ନ ଦେଇ ସେମାନ ଙ୍କର ପରିବାର ବର୍ଗ କୁ ଗୁରୁତ୍ୱ ଦେଇ ଥାନ୍ତି ।
U ନାମ ର ମହିଳା : ଏହି ନାମ ର ମହଳା ମାନେ ତାଙ୍କର ସ୍ୱାମୀ ମାନଙ୍କ ଠାରୁ ବିବାହ ପରେ ଅଲଗା ରହିଥାନ୍ତି । କାରଣ ଏମାନେ ତାଙ୍କର ଜୀବନ ରେ ଯେ କୌଣସି କାମ କରିଥାନ୍ତି ବହୁତ ଭାବି ଚିନ୍ତି କାମ କରି ଥାନ୍ତି ତେଣୁ , ସେମାନଙ୍କୁ ତାଙ୍କ ସ୍ୱାମୀ ମାନଙ୍କୁ ବୁଝିବାକୁ ବହୁତ ବିଳମ୍ବ କରିଥାନ୍ତି ।