ଯେଉଁ ମହିଳାଙ୍କ ପାଦରେ ଏହି ଚିହ୍ନ ଥାଏ, ସେମାନେ ହୁଅନ୍ତି ସୌଭାଗ୍ୟବତି
ସାମୁଦ୍ରିକ ଶାସ୍ତ୍ର ରେ କୁହାଯାଇଛି କି ଯଦି କୌଣସି ମହିଳାଙ୍କ ପାଦ ତଳେ ଚକ୍ର , ସ୍ଵସ୍ତିକ ଭଳି ଚିହ୍ନ ଥାଏ ତେବେ ତାଙ୍କୁ ବିବାହ କରିଥିବା ପୁରୁଷ ଙ୍କୁ ରାଜ ସୁଖ ପ୍ରାପ୍ତ ହୋଇଥାଏ । ଆସନ୍ତୁ ଜାଣିବା କିଛି ଏମିତି ଶୁଭ ଚିହ୍ନ ବିଷୟରେ…
-ମହିଳା ଙ୍କ ପାଦର ଗୋଇଠି କମଳ , ଗୋଲ ଓ ଆକର୍ଷଣ ହୋଇଥିଲେ ତାଙ୍କ ପତି ଙ୍କୁ ସବୁ ପ୍ରକାର ସୁଖ ମିଳିଥାଏ ।
-ଚାଲୁଥିବା ସମୟରେ କୌଣସି ମହିଳା ଙ୍କ ଛୋଟ ଆଙ୍ଗୁଳି ଓ ତାହାର ପାଖ ଆଙ୍ଗୁଳି କୁ ସ୍ପର୍ଶ କରୁଥିଲେ ସେହି ମହିଳା ଙ୍କ ଭାଗ୍ୟ ପାଇଁ ପତି ଙ୍କୁ ଧନଲାଭ ଓ ସମ୍ପତ୍ତି ମିଳିଥାଏ ।
-କୌଣସି ମହିଳା ଙ୍କ ପାଦ ତଳେ ପଦ୍ମ ଚିହ୍ନ ଥାଏ ଏହାର ମାନେ ତାଙ୍କର ଭାଗ୍ୟ ଦ୍ଵାରା ପତି ଙ୍କୁ ରାଜନୀତି କ୍ଷେତ୍ର ରେ ସଫଳତା ମିଳିପାରିବ ।
-ମହିଳାଙ୍କ ପାଦ ର ଅନାମିକା ର ଲମ୍ବ , ତାହାର ପାଖରେ ଥିବା ଆଙ୍ଗୁଳି ଠାରୁ ଛୋଟ ହୋଇଥିଲେ ଏହାର ଅର୍ଥ ସେହି ମହିଳା ସ୍ବାମୀ ର ଚିନ୍ତା ଦୂର କରି ପାରିବେ ।
-ଯଦି ମହିଳା ଙ୍କ ପାଦ ର ମଝି ଆଙ୍ଗୁଳି ଓ ଅନାମିକା ଆଙ୍ଗୁଳି ର ଲମ୍ବା ହୋଇନଥାଏ ତେବେ ଆର୍ଥିକ ଚିନ୍ତା ରହିନଥାଏ ।
-ସାମୁଦ୍ରିକ ଶାସ୍ତ୍ର ଅନୁସାରେ ଯଦି କୌଣସି ମହିଳା ଙ୍କ ପାଦ ତଳେ କୌଣସି ରେଖା ଯଦି ପାଦ ର ଆଙ୍ଗୁଳି ଉପରକୁ ଯାଇଥାଏ ତେବେ ନିଜର ସ୍ଵାମୀ ପାଇଁ ବହୁତ ଶୁଭ ବୋଲି କୁହାଯାଏ ।