କାହିଁକି ଗୋଡରେ କଳାସୂତା ବନ୍ଧାଯାଏ ? ମିଳିଥାଏ ଏଭଳି ଫାଇଦା

0

ଅନେକ ନିଜ ଗୋଡରେ କଳାସୂତା ପିନ୍ଧିଥିବା ଦେଖାଯାଏ। ମାତ୍ର ଏହାକୁ ପିନ୍ଧିବା ଦ୍ୱାରା କି କି ଲାଭ ମିଳେ ଜାଣନ୍ତୁ…

-ଗୋଡରେ କଳାସୂତା ପିନ୍ଧିବା ଦ୍ୱାରା ଅନେକ ପରିବର୍ତ୍ତନ ହୋଇଥାଏ।

-ଛୋଟ ପିଲାଙ୍କ ଗୋଡରେ ମଧ୍ୟ କଳାସୂତା ପିନ୍ଧାଯାଏ। ଏହାଦ୍ୱାରା ନଜର ଲାଗିନଥାଏ।

-କଳାସୂତା ପିନ୍ଧିବା ଦ୍ୱାରା ଶନିଦୋଷ ଦୂର ହୋଇଥାଏ ବୋଲି କୁହାଯାଏ।

-କଳାସୂତା ପିନ୍ଧିବା ଦ୍ୱାରା ନକରାତ୍ମକ ଶକ୍ତି ଦୂର ହୋଇଥାଏ।

-କଳାସୂତାରେ ସର୍ବଦା ଗଣ୍ଠି ପକାଇ ପିନ୍ଧନ୍ତୁ।

-କଳାସୂତାକୁ ପିନ୍ଧିବାର ସବୁଠାରୁ ଉତ୍ତମ ଦିନ ଶନିବାର ବୋଲି କୁହାଯାଏ।

-ଗୋଡ କିମ୍ବା ହାତରେ କଳାସୂତା ପିନ୍ଧି ପାରିବେ।

Leave a comment