ଏହି ଚାରି ରୋଗରେ ପୀଡିତ ବ୍ୟକ୍ତି ଅଧିକ ପାଣି ପିଇଲେ ହୋଇପାରେ କ୍ଷତି

0

ପାଣି ପିଇବା ଦ୍ୱାରା ଶରୀର ହାଇଡ୍ରାଏଟ ରହିଥାଏ | ଯେଉଁଠି ପାଇଁ ବ୍ଲଡ଼ ଫ୍ଲୋ ଠିକ ରହିଥାଏ | ହେଲେ ଏମିତି କିଛି ରୋଗ ଅଛି ଯେଉଁଠି ପାଣି ଅଧିକ ପିଇଲେ ଶରୀର ପାଇଁ କ୍ଷ ଟି ହୋଇଥାଏ | ଏଠି ସହ ଆପଣଙ୍କୁ ପାଣି ପିଇବାର ଠିକ ତରିକା ଓ ସମୟ ଜାଣିବା ଜରୁରୀ | ଆସନ୍ତୁ ଜାଣିବା କେବେ ପାଣି ପିଇବା ଉଚିତ ଓ କେବେ ପିଇବା ଉଚିତ ନୁହେଁ |

1. ଲଗାତାର ବହୁତ ପାଣି ପିଇବା ଉଚିତ ନୁହେଁ :
ପାଣି ପିଇବା ବହୁତ ଜରୁରୀ,ହେଲେ ଅଧିକ ପାଣି ପିଇବା ଦ୍ୱାରା କିଡ଼ନୀ, ଲିଭର ଓ ହାର୍ଟ ଉପରେ ପ୍ରଭାବ ପଡିପାରେ | ତେଣୁ ଏକ ସମୟରେ ଲଗାତାର ଅଧିକ ପି[ଆଣି ପିଇବା ଉଚିତ ନୁହେଁ |

2. ପରିସ୍ରା ଅନୁସାରେ ପାଣି ପିଇବା ଉଚିତ :
ଯଦି ଆପଣଙ୍କ ପରିସ୍ରା ରଙ୍ଗ ଧଳା ତେବେ ଜାଣିବେ ଯେ ଆପଣ ଆବଶ୍ୟକ ଠାରୁ ଅଧିକ ପାଣି ପିଉଛନ୍ତି | ଦିନକୁ 3 ଲିଟରରୁ ଅଧିକ ପାଣି ପିଅନ୍ତୁ ନାହିଁ | ଯଦି ପରିସ୍ରା ଅଳ୍ପ ହଳଦିଆ ହେଉଥାଏ ତେବେ ଜାଣିବେ ଆପଣ ଠିକ ପାଣି ପିଉଛନ୍ତି |

3. ଖାଇବା ପରେ ତୁରନ୍ତ ପାଣି ପିଅନ୍ତୁ ନାହିଁ :
ସାଧାରଣତଃ ଖାଇବା ଅଧଘଣ୍ଟା ପୂର୍ବରୁ ପାଣି ପିଇବା ଉଚିତ | ଏହାଦ୍ୱାରା ଭୋକ କାମ ଲାଗିଥାଏ | ଫଳରେ ଅଧିକ ଖାଇବାରୁ ବଞ୍ଚି ଯାଆନ୍ତି | ଖାଇବାର ତୁରନ୍ତ ପରେ ପାଣି ପିଇଲେ ହଜମରେ ବାଧା ସୃଷ୍ଟି ହୁଏ | ତେଣୁ ଖାଇବାର ଘଣ୍ଟାଏ ପରେ ପାଣି ପିଇବା ଉଚିତ |

4. ବ୍ୟାୟାମ କରିବା ପରେ ତୁରନ୍ତ ପାଣି ପିଅନ୍ତୁ ନାହିଁ :
ଯଦି ଆପଣ ବାୟାଂ କରୁଛନ୍ତି, ତେବେ ବାୟାମ ତୁରନ୍ତ ପରେ ପାଣି ପିଅନ୍ତୁ ନାହିଁ | ଅଧିକ ଝାଳ ବୋହିବା ବି ଭଲ ନୁହେ | ତେଣୁ ବାୟାମ

Leave a comment