ଭୋଟ ଗଣତି ବେଳେ ଉତ୍ତେଜନା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ଭୋଟ ଗଣତି ଚାଲୁଥିଵା ବେଳେ ଉତ୍ତେଜନା ଦେଖା ହୋଇଛି । ମୟୁରଭଞ୍ଜ ଜିଲ୍ଲା ଶୁଳିଆପଡ଼ା ବ୍ଲକର ୫୩ ନମ୍ବର ଜୋନ୍‌ର ଭୋଟ ଗଣତିକୁ ନେଇ ଉତ୍ତେଜନା ଲାଗି ରହିଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ସ୍ଥିତି ନିଅନ୍ତ୍ରଣ କରିଥିଲା ।
ସୂଚନା ଥାଉ କି , ସାଉଣ୍ଡ ସିଷ୍ଟମକୁ ନେଇ ଉତ୍ତେଜନା ହୋଇଛି । ଶୁଳିଆପଦା ବ୍ଲକ ଅନ୍ତର୍ଗତ ୫୩ ନଂ ଜୋନରେ ଭୋଟ ଗଣତି ସମୟରେ ସଠିକ୍ ଭାବେ ଗଣତି ଫଳାଫଳ ଶୁଣା ନଯିବାରୁ ସାଧାରଣ ଲୋକେ ଉତ୍ତେଜିତ ହୋଇଥିଲେ । ଶୁଳିଆପଦା ବ୍ଲକ ନାରାୟଣ ବିଦ୍ୟାପୀଠରେ ଭୋଟ ଗଣତି ଚାଲିଥିବା ବେଳେ ଉତ୍ତେଜନା ଦେଖାଦେଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଥିବାର ଦେଖିବାକୁ ମିଳିଛି।

Leave a comment