କାହିଁକି ଅବସର ନେଲେ ପାଣ୍ଡିଆନ, ଦେଖନ୍ତୁ ଭିଡ଼ିଓ

0

ପାଣ୍ଡିଆନ ଙ୍କ ମାଷ୍ଟର ଷ୍ଟୋକ, ବିରୋଧୀ ବାଟବଣା

ପାଣ୍ଡିଆନଙ୍କ ଇସ୍ତଫା ବିରୋଧୀଙ୍କୁ ଶକ୍ତ ଚାପୁଡ଼ା ମୁହଁ ଲୁଚାଇବାକୁ ବାଟ ପାଉନାହାଁନ୍ତି ବିରୋଧୀ

ରାଜନୀତିରେ ସକ୍ରିୟ ହେବେ କି ପାଣ୍ଡିଆନ୍ ?
ବିଜେଡିରେ ଯୋଗ ଦେଇପାରନ୍ତି ପାଣ୍ଡିଆନ ।
ହଠାତ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫ଟି ସଚିବ ଭି କେ ପାଣ୍ଡିଆନ ସତରେ ଚାକିରୀ ଛାଡିଦେବେ ବୋଲି ବିରୋଧୀ ଦଳ ବିଶ୍ବାସ କରୁ ନ ଥିଲେ। କାରଣ ସେମାନେ ଭାବୁଥିଲେ ଯେ, ଭି କେ ପାଣ୍ଡିଆନ ଚାକିରୀ ଛାଡିଲେ କିଛି କରିପାରିବେ ନାହିଁ। ସେଥିପାଇଁ ସେମାନେ ପଣ୍ଡିଆନ ଚାକିରୀ ଛାଡି ରାଜନୀତି କରନ୍ତୁ ବୋଲି ଆହ୍ବାନ ଦେଇ ଆସୁଥିଲେ।

Leave a comment