ଘରେ ଶଙ୍ଖ କେଉଁଠି ଓ କିପରି ରଖୁଛନ୍ତି , ତେବେ ଧ୍ୟାନରେ ରଖନ୍ତୁ ଏହି ସବୁ କଥା

0

ଶଙ୍ଖକୁ ନିଜ ଘରର କେଉଁ ଦିଗରେ ରଖନ୍ତି, ସେହି ବିଷୟରେ ଜାଣିବା । ଆମେ କହୁଛୁ ଶଙ୍ଖକୁ ଘରର କେଉଁ ଦିଗରେ ରଖିଲେ ଶୁଭ ହୋଇଥାଏ । ବାସ୍ତୁ ଶାସ୍ତ୍ରରେ ଶଙ୍ଖ କେଉଁ ସ୍ଥାନରେ ରହିବା ଭଲ ଫଳପ୍ରଦ ମିଳିଥାଏ । ଏମିତି ବହୁତ କଥା ଅଛି ଘରେ ଶଙ୍ଖ ରଖିଲେ ଧ୍ୟାନ ଦେବାକୁ ପଡ଼ିବ । ହିନ୍ଦୁ ଧର୍ମରେ ଶଙ୍ଖ ଘରେ ରଖିଲେ ବହୁତ ଶୁଭ ହୋଇଥାଏ । ଏମିତି କଲେ ସୁଖସମୃଦ୍ଧି ବଢ଼ିଥାଏ । ଘରେ ଶଙ୍ଖ ରଖିବା ବିଷୟରେ କୁହାଯାଇଛି, ଏମିତି କଲେ ଶୁଭ ଶକ୍ତିର ପ୍ରବେଶ ହୁଏ । କେବେ କେବେ ଶଙ୍ଖ ରଖିଲେ ଅଶୁଭ ହୋଇଥାଏ ।ଯେତେବେଳେ ନୀତିନିୟମ ପାଳନ ନକରିବା ସେତେବେଳେ ସବୁ ଅଶୁଭ ହୋଇଥାଏ । ଶଙ୍ଖ ଘର ଭିତରେ କିମ୍ବା ଠାକୁର ଘରେ ରଖିଲେ କିଛି ଅନିଷ୍ଟ କାର୍ଯ୍ୟ ହୁଏ ନାହିଁ । ପରିବାରର ସବୁ ବାଧାବିଘ୍ନ ଦୁର ହେବ । ଏମିତି କଲେ ସୌଭାଗ୍ୟ ପ୍ରାପ୍ତି ହୁଏ । ଶଙ୍ଖର ଆକାର ବହୁତ ପ୍ରକାର ହୋଇଥାଏ ଓ ସବୁ ପୂଜା ବିଧିବିଧାନରେ ହୋଇଥାଏ ।

ଉଚ୍ଚତମ ଶ୍ରେଣୀର ଶଙ୍ଖ ମାଳଦ୍ଵିପ, ଲାକ୍ଷାଦ୍ଵୀପ, ଶ୍ରୀଲଙ୍କା, ଭାରତ କୈଳାସ ମାଳଦ୍ଵିପରେ ଦେଖିବାକୁ ମିଳେ । ହିନ୍ଦୁ ପୁରାଣ ଅନୁସାରେ ଯଦି ଶଙ୍ଖର ଉପଯୋଗ ଠିକସେ କରାଯାଏ, ତାହେଲେ ସାଧକର ସବୁ ମନୋସ୍କାମନା ପୂର୍ଣ୍ଣ ହୁଏ । ପୁରାଣରେ ବର୍ଣ୍ଣିତ ଅଛି କଥା କହିପାରୁନଥିବା ଲୋକ ଯଦି ପ୍ରତିଦିନ ଶଙ୍ଖ ବଜାଇବା ଅଭ୍ୟାସ କରେ, ତାହେଲେ ସେ କଥା କହିବା ଆରମ୍ଭ କରେ ।ଶଙ୍ଖର ଆକୃତିକୁ ୩ ଶ୍ରେଣୀରେ ବିଭକ୍ତ କରାଯାଇଛି । ଯେଉଁ ଶଙ୍ଖକୁ ଡାହାଣ ହାତରେ ଧରନ୍ତି, ତାକୁ ଦଖିଣାବର୍ତ୍ତ ଶଙ୍ଖ କୁହାଯାଏ । ଯେଉଁ ଶଙ୍ଖକୁ ବାମ ହାତରେ ଧରନ୍ତି ତାକୁ ବାମବର୍ତ୍ତ ଶଙ୍ଖ କୁହାଯାଏ । ଶଙ୍ଖର ମଝିରେ ଖୋଲା ଥିଲେ ତାକୁ ମଧ୍ୟାବର୍ତ୍ତ ଶଙ୍ଖ କୁହାଯାଏ । ଶଙ୍ଖ ୩ ପ୍ରକାର ହୋଇଥାଏ । ପ୍ରାୟତଃ ଶଙ୍ଖ ଓ ମଧ୍ୟାବର୍ତ୍ତ ଶଙ୍ଖ ଦେଖିବାକୁ ମିଳେ ନାହିଁ । ଏମାନଙ୍କ ଚମତ୍କାରି ଗୁଣ ବହୁତ ଅଧିକ ହୋଇଥାଏ । ଏମାନଙ୍କ ଚମତ୍କାରି ଗୁଣ ଅନ୍ୟମାନଙ୍କ ଅପେକ୍ଷା ଭଲ ହୋଇଥାଏ । ଏମାନଙ୍କ ମହତ୍ତ୍ଵ ପୁରା ବଢିଯାଏ । ପୂଜା ଘରେ । ଦଖିଣାବର୍ତ୍ତ ଶଙ୍ଖ ରଖିଲେ ମା ଲକ୍ଷ୍ମୀ ବାସ କରନ୍ତି ।

Leave a comment