ଗଙ୍ଗାଜଳ ପରି ପବିତ୍ର ହୋଇଥାନ୍ତି ଏହି ୫ ଟି ନାମର ମହିଳା

ଚାଣକ୍ୟ ନୀତି ଆଚାର୍ଯ୍ୟ ଚାଣକ୍ୟ ଦ୍ଵାରା ରଚିତ ଏକ ନୀତିଗ୍ରନ୍ଥ ଅଟେ । ଏଥିରେ ମନୁଷ୍ୟ ନିଜ ଜୀବନରେ କିଭଳି ଭାବରେ ସୁଖ ସମ୍ପର୍ଣ୍ଣପୂର୍ଣ୍ଣ ଜୀବନ ଅତିବାହିତ କରିପାରିବ ସେ ବିଷୟରେ ଦର୍ଶାଯାଇଅଛି । ଏହି ଗ୍ରନ୍ଥ ର ମୁଖ ବିଷୟ ମାନବ ସମାଜକୁ ପ୍ରତ୍ୟକ ସ୍ଥିତିର ବ୍ୟବହାରିକ ଶିକ୍ଷା ପ୍ରଦାନ କରିବା ଅଟେ । ଆସନ୍ତୁ ଜାଣିବା ଆଚାର୍ଯ୍ୟ ଚାଣକ୍ୟ ଙ୍କର କିଛି ନୀତି ସମ୍ବନ୍ଧରେ ଯାହା ଆପଣଙ୍କୁ ଜୀବନର ସବୁ ସ୍ଥିତି ସମ୍ବନ୍ଧରେ ଅବଗତ ତଥା ସତର୍କ କରିବ ।
୧- B- ଏହି ଅକ୍ଷରରୁ ଯେଉଁ ଝିଅ ମାନଙ୍କ ନାମ ଆରମ୍ଭ ହୋଇଥାଏ, ସେମାନେ ବହୁତ ଶାନ୍ତ ସ୍ଵଭାବର ହୋଇଥାନ୍ତି । ଏମାନେ ନିଜ ପାର୍ଟନର ପ୍ରତି ବହୁତ ବିଶ୍ଵସ୍ତ ଯୋଇଥାନ୍ତି । ସାଧାରଣତ ଏମାନେ କୌଣସି ପରିସ୍ଥିତି ରେ ନିଜ ପାର୍ଟନର ର ସାଥ ଛାଡନ୍ତି ନାହିଁ । ଏମାନଙ୍କ ବ୍ୟବହାର ମଧ୍ୟ ବହୁତ କୋମଳ ହୋଇଥାଏ । ଏଥି ନିମନ୍ତେ ଏମାନଙ୍କୁ ପବିତ୍ର ମାନାଯାଇଥାଏ ।
୨- N- ଏହି ନାମ ଥିବା ମହିଳା ବହୁତ ତେଜ ସ୍ଵଭାବର ଅଟନ୍ତି । ଏହି ଝିଅ ମାନେ ନିଜ ପରିବାର ତଥା ନିଜ ପାର୍ଟନର ର ବହୁତ ଧ୍ୟାନ ରଖିଥାନ୍ତି । ଏଥିନିମନ୍ତେ ଏମାନେ ଏଭଳି କୌଣସି କାର୍ଯ୍ୟ କରନ୍ତି ନାହିଁ ଯାହା ଦ୍ଵାରା ଏମାନଙ୍କ ନାମ ଖରାପ ହେବ । ଏହି ଝିଅ ମାନଙ୍କର ସ୍ଵଭାବ ମଧ୍ୟ ବହୁତ ଉତ୍ତମ ହୋଇଥାଏ । ଏଥିପାଇଁ ଏମାନଙ୍କୁ ପବିତ୍ର ମାନାଯାଇଥାଏ ।
୩- P- ଯେଉଁ ଝିଅ ମାନଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ, ସେମାନେ ସମ୍ପର୍କ କୁ ବାନ୍ଧି ରଖିବା ବହୁତ ଭଲ ଭାବରେ ଜାଣିଥାନ୍ତି । ଏହି ନାମର ଝିଅ ସମସ୍ତ ବ୍ୟକ୍ତି ଙ୍କ ଭାବନାର ସଂପୂର୍ଣ୍ଣ ଧ୍ୟାନ ରଖିଥାନ୍ତି । ଅନ୍ୟ ବ୍ୟକ୍ତି ଛୋଟ ହୁଅନ୍ତୁ ଅବା ବଡ ଏମାନେ କାହା ମନରେ କଷ୍ଟ ଦିଅନ୍ତି ନାହିଁ । ଏହି କାରଣରୁ ଏହିଭଳି ଝିଅ ମାନଙ୍କୁ ପବିତ୍ର ମାନାଯାଇଥାଏ ।
୪- V- ଯେଉଁ ଝିଅ ମାନଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ତାଙ୍କୁ ମଧ୍ୟ ବହୁତ ପବିତ୍ର ମାନାଯାଇଥାଏ । ଏହିଭଳି ଝିଅ ମାନେ ବହୁତ ଲାଜକୁଳୀ ହୋଇଥାନ୍ତି । ମାତ୍ର ଏମାନେ ନିଜ ପରିବାରର ସଂପୂର୍ଣ୍ଣ ଧ୍ୟାନ ରଖିଥାନ୍ତି । ବନ୍ଧୁଗଣ ଏହି ୪ ଟି ନାମ ଥିବା ଝିଅ ମାନେ ବହୁତ ପବିତ୍ର ତଥା ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ଆପଣ ମାନଙ୍କୁ ଏହି ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।
୫- R -ଏହି ନାମର ଝିଅ ମାନଙ୍କୁ ବହୁତ ଶୀଘ୍ର କ୍ରୋଧ ଆସିଥାଏ। ମାତ୍ର ପରେ ଏମାନେ ଭାବୁକ ହୋଇ ଆଉ ଥରେ ପରିସ୍ଥିତି ସୁଧାରି ନିଅନ୍ତି। ଏହି ଝିଅମାନେ ବହୁତ ଅଧିକ ଭାବୁକ ସ୍ୱଭାବର ହୋଇଥାନ୍ତି ଓ ସମସ୍ତଙ୍କୁ ଖୁବ୍ ପ୍ରେମ କରନ୍ତି। ଏମାନେ ନିଜ କର୍ତ୍ତବ୍ୟର ଖୁବ୍ ସମ୍ମାନ କରନ୍ତି ଓ ଅନ୍ୟମାନଙ୍କୁ ଖୁବ୍ ଭଲ ଭାବେ ବୁଝି ପାରନ୍ତି। ସେଥିପାଇଁ ଏମାନଙ୍କୁ ଗଙ୍ଗା ପରି ପବିତ୍ର ବୋଲି କୁହାଯାଏ।