ଅର୍ଥ ହେରଫେର ମାମଲା, ବିଶ୍ବବିଦ୍ୟାଳୟର ପୂର୍ବତନ CFO ହିମାଂଶୁ କବି ଅଟକ

0

ଖୋର୍ଦ୍ଧା ଜଟଣୀସ୍ଥିତ ସେଞ୍ଚୁରିଆନ୍ ବିଶ୍ବ ବିଦ୍ୟାଳୟର ପୂର୍ବତନ CFO ଅଟକ । ହିମାଂଶୁ ଶେଖର କବିଙ୍କୁ କୋଲକାତାରୁ କାବୁ କଲା ପୋଲିସ୍ । ସେଞ୍ଚୁରିଆନରୁ ୧କୋଟି ୩ ଲକ୍ଷ ଟଙ୍କା ହଡପ କରିଥିବା ଅଭିଯୋଗରେ ଅଟକ ରଖିଛି ପୋଲିସ । ଗତ ବର୍ଷ ଡିସେମ୍ବର ମାସରୁ ହିମାଂଶୁ ଫେରାର ଥିଲେ।

Leave a comment