ଗଡକରୀଙ୍କ ବଡ଼ ଘୋଷଣା; ବନ୍ଦ ହେବ ଟୋଲ୍ ବ୍ୟବସ୍ଥା !
କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡକରୀ ବର୍ତ୍ତମାନର ଟୋଲ ସିଷ୍ଟମର ସମାପ୍ତି ଘୋଷଣା କରିଛନ୍ତି । ଏକ ନୂତନ ଆଧାରିତ ଟୋଲ ସଂଗ୍ରହ ବ୍ୟବସ୍ଥା ଆରମ୍ଭ କରିବାକୁ ସେ ଘୋଷଣା କରିଛନ୍ତି ।
ବର୍ତ୍ତମାନ ଯିବା – ଆସିବା ସମୟରେ, କିଲୋମିଟର ଅନୁଯାୟୀ ନୂତନ ସିଷ୍ଟମ ମାଧ୍ୟମରେ ଟ୍ୟାକ୍ସ ସ୍ୱୟଂଚାଳିତ ଭାବରେ କଟାଯିବ । ଏହା ଦୁଇ ମାସ ମଧ୍ୟରେ ଆରମ୍ଭ ହୋଇପାରେ । ସଡ଼କ ବ୍ୟବହାର, ଯାତ୍ରୀମାନଙ୍କ ପାଇଁ ସମୟ ଏବଂ ଅର୍ଥ ସଞ୍ଚୟ ଉପରେ ଆଧାର କରି ବ୍ୟାଙ୍କ ଆକାଉଣ୍ଟରୁ ସିଧାସଳଖ ଟଙ୍କା କଟାଯିବ।