ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ରାଜ୍ୟ ବ୍ୟାପି ଟ୍ରକ ଧର୍ମଘଟ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଅଖିଳ ଭାରତ ମୋଟର ପରିବହନ ସଂଘ ପକ୍ଷରୁ ଆଜିଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଟ୍ରକ୍‌ ଧର୍ମଘଟ ଆରମ୍ଭ ହୋଇଛି। ଆଜି ସକାଳ ୬ଟାରୁ ଧର୍ମଘଟ ଆରମ୍ଭ ହୋଇଥିବାରୁ ରାଜ୍ୟରେ ସମସ୍ତ ଟ୍ରକ୍‌ ଚଳାଚଳ ବନ୍ଦ ରହିଛି।

ସୂଚନା ଅନୁଯାୟୀ, ଡିଜେଲ ଦର ଅତ୍ୟଧିକ ମାତ୍ରାରେ ବଢି ଥିବାରୁ ଏହାକୁ ଜିଏସ୍‌ଟି ଅନ୍ତର୍ଭୁକ୍ତ କରିବା , ଟୋଲ୍‌ ଗେଟ୍ ଉଚ୍ଛେଦ ସହ ଥାର୍ଡ ପାଟି ଇନ୍‌ସୁରାନ୍ସକୁ ବନ୍ଦ କରିବା ଇତ୍ୟାଦି ବିଭିନ୍ନ ଦାବିରେ ଦେଶବ୍ୟାପୀ ଟ୍ରକ୍‌ ଧର୍ମଘଟ ଡାକରା ଦିଆଯାଇଛି।ଏହି ଟ୍ରକ୍‌ ଧର୍ମଘଟ ଡାକରାକୁ ଓଡ଼ିଶା ଟ୍ରକ୍‌ ମାଲିକ ମହାସଂଘ ମଧ୍ୟ ସମର୍ଥନ ଜଣାଇଛି।

Leave a comment
<p>You cannot copy content of this page</p>