ରାଜ୍ୟରେ ଆଜି ଚିହ୍ନଟ ହେଲେ ୩୬୩୧ କରୋନା ସଂକ୍ରମିତ , ୧୧୩୪୧୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟରେ ଆଜି ୩୬୩୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ଲ। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୧୩୪୧୧କୁ ବୃଦ୍ଧି ପାଇଛି।
Covid-19 Report For 2nd September
New Positives Cases: 3631
In quarantine: 2214
Local contacts: 1417
(Details of local contacts will be shared by concerned Dist Administration)
District Wise Cases
1. Angul: 41
2. Balasore: 114
3. Bargarh: 238
4. Bhadrak: 186
5. Balangir: 39
6. Boudh: 27
7. Cuttack: 370
8. Deogarh: 11
9. Dhenkanal: 56
10. Gajapati: 9
11. Ganjam: 107
12. Jagatsinghpur: 79
13. Jajpur: 127
14. Jharsuguda: 80
15. Kalahandi: 27
16. Kandhamal: 44
17. Kendrapada: 85
18. Keonjhar: 80
19. Khurda: 722
20. Koraput: 93
21. Malkangiri: 55
22. Mayurbhanj: 365
23. Nawarangpur: 46
24. Nayagarh: 100
25. Nuapada: 49
26. Puri: 157
27. Rayagada: 111
28. Sambalpur: 68
29. Sonepur: 50
30. Sundargarh: 95
New Recoveries: 3303
Cumulative Tested: 1950591
Positive: 113411
Recovered: 84073
Active Cases: 28763
ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରିଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୨୧୪ଜଣ କ୍ବାରେଣ୍ଟାଇନ୍ରେ ରହିଥିବା ବେଳେ ୧୪୧୭ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି । ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୧୩୪୧୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୮୪୦୭୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।୨୮୭୬୩ ଟି ଆକ୍ଟିଭ୍ କେସ୍ ରହିଛି।