ଆଜି ‘ଅଗ୍ନିପଥ’କୁ ବିରୋଧ କରି ଭାରତ ବନ୍ଦ ଡାକରା

0

ନୂଆଦିଲ୍ଲୀ(ଓଡ଼ିଶା ଫାଷ୍ଟ ବ୍ୟୁରୋ): ‘ଅଗ୍ନିପଥ’ ଯୋଜନାକୁ ବିରୋଧ କରି ବିଭିନ୍ନ ସଂଗଠନ ପକ୍ଷରୁ ଆଜି ଭାରତ ବନ୍ଦ ଡାକରା ଦିଆଯାଇଛି । ଆଜି ବିଭିନ୍ନ ସଂଗଠନ ପକ୍ଷରୁ ‘ଅଗ୍ନିପଥ’କୁ ବିରୋଧ କରି ଭାରତ ବନ୍ଦ ଡାକରା ଦିଆଯାଇଛି ।

ଦେଶର ଅନେକ ସ୍ଥାନରେ ଆନ୍ଦୋଳନ ଯୋଗୁ ରେଳସେବା ଅଧିକ କ୍ଷତିଗ୍ରସ୍ତ ହୋଇଛି । ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ରେଲୱେ ପକ୍ଷରୁ ମଧ୍ୟ ବିଭିନ୍ନ ରେଳ ସେବା ବନ୍ଦ କରିଦିଆଯାଇଛି । ତେଣୁ ପରିସ୍ଥିତିକୁ ନଜରେ ରଖି ଜିଆରପି ଓ ଆରପିଏଫ୍ ହାଇଆଲର୍ଟରେ ରହିଛନ୍ତି ।

Leave a comment