୪୨୪୨ ନୂଆ କରୋନା ପଜିଟିଭ୍ ଚିହ୍ନଟ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ରାଜ୍ୟରେ ୪୨୪୨ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୨୫୦୩ ଓ ସ୍ଥାନୀୟ ଅଞ୍ଚଳରୁ ୧୭୩୯ ଆକ୍ରାନ୍ତ ଅଛନ୍ତି। ଏହା ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୮୪ ହଜାର ୧୨୨କୁ ବୃଦ୍ଧି ପାଇଛି। ୩୦ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
Covid-19 Report For 20th September
New Positive Cases: 4242
In quarantine: 2503
Local contacts: 1739(Details of local contacts will be shared by concerned Dist Administration)
District Wise Cases
1. Angul: 130
2. Balasore: 155
3. Bargarh: 114
4. Bhadrak: 114
5. Balangir: 68— I & PR Department, Odisha (@IPR_Odisha) September 21, 2020
ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏବେ ଆସନ୍ତୁ ଜାଣିବା କେଉଁ ଜିଲ୍ଲାରେ ଆଜି କେତେଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୫୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳ କଟକ ଜିଲ୍ଲାରୁ ୫୯୫ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଅପରପକ୍ଷରେ ନୟାଗଡ଼ ଜିଲ୍ଲାରୁ ୫୩, ଗଞ୍ଜାମ ଜିଲ୍ଲାରୁ ୫୭, ବଲାଙ୍ଗୀର ଜିଲ୍ଲାରୁ ୬୮, ବାଲେଶ୍ବର ଜିଲ୍ଲାରୁ ୧୫୫, କୋରାପୁଟ ଜିଲ୍ଲାରୁ ୯୦, ଭଦ୍ରକ ଜିଲ୍ଲାରୁ ୧୧୪, ରାୟଗଡ଼ା ଜିଲ୍ଲାରୁ ୧୩୪, ପୁରୀ ଜିଲ୍ଲାରୁ ୧୮୨, ସୁନ୍ଦରଗଡ଼ ଜିଲ୍ଲାରୁ ୧୩୩, ଜଗତସିଂହପୁର ଜିଲ୍ଲାରୁ ୧୭୬, ସମ୍ବଲପୁର ଜିଲ୍ଲାରୁ ୧୧୩, କଳାହାଣ୍ଡି ଜିଲ୍ଲାରୁ ୪୦, ଯାଜପୁର ଜିଲ୍ଲାରୁ ୧୩୧, କନ୍ଧମାଳ ଜିଲ୍ଲାରୁ ୧୫୩, କେନ୍ଦ୍ରାପଡ଼ା ଜିଲ୍ଲାରୁ୧୫୫, ମାଲକାନଗିରି ଜିଲ୍ଲାରୁ ୬୯, ଗଜପତି ଜିଲ୍ଲାରୁ ୨୭, ମୟୂରଭଞ୍ଜ ଜିଲ୍ଲାରୁ ୧୭୧ , ଝାରସୁଗୁଡ଼ା ଜିଲ୍ଲାରୁ ୨୦୫, ଢେଙ୍କାନାଳ ଜିଲ୍ଲାରୁ ୭୧, ନବରଙ୍ଗପୁର ଜିଲ୍ଲାରୁ ୫୪, କେନ୍ଦୁଝର ଜିଲ୍ଲାରୁ ୬୨, ସୁବର୍ଣ୍ଣପୁର ଜିଲ୍ଲାରୁ ୧୯ ଅନୁଗୁଳ ଜିଲ୍ଲାରୁ ୧୩୦, ବରଗଡ଼ ଜିଲ୍ଲାରୁ ୧୧୪, ନୂଆପଡ଼ା ଜିଲ୍ଲାରୁ ୫୮, ଦେବଗଡ଼ରୁ ୧୦ ଓ ବୌଦ୍ଧ ଜିଲ୍ଲାରୁ ୪୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
22. Mayurbhanj: 171
23. Nawarangpur: 54
24. Nayagarh: 53
25. Nuapada: 58
26. Puri: 182
27. Rayagada: 134
28. Sambalpur: 113
29. Sonepur: 19
30. Sundargarh: 133
31. State Pool: 206New Recovery: 4018
Cumulative Tested: 2814734
Positive: 184122
Recovered: 145675
Active Case: 37684— I & PR Department, Odisha (@IPR_Odisha) September 21, 2020
ଏହାଛଡ଼ା ଷ୍ଟେଟ୍ ପୁଲରୁ ୨୦୬ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାଯାଇଛି।ଏବେ ରାଜ୍ୟରେ ମୋଟ୍ ୧,୪୫,୬୭୫ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୭,୬୮୪ରହିଛି।