ଅଣ୍ଡାଠାରୁ ଅଧିକ ପ୍ରୋଟିନ ରହିଥାଏ ଏହିସବୁ ଶାକାହାରୀ ଖାଦ୍ୟରେ

0

ଏପରି କାହାରି ଘର ନାହିଁ ଯାହା ଘରେ ଅଣ୍ଡା ଲୋକେ ଖାଇ ନ ଥାନ୍ତି I ଅଣ୍ଡା ରୁ ମିଳୁଥିବା ପ୍ରୋଟିନ ଲୋକ ଙ୍କ ପାଁଇ ବିଶେଷ ଲାଭକାରୀ ହେଇଥାଏ I କିନ୍ତୁ ଯେଉଁମାନେ ଅଣ୍ଡା ଖାଇବାକୁ ନ ଚାହୁଁଛନ୍ତି ସେମାନେ ଏହି ସବୁ ଶାକାହାରୀ ଖାଦ୍ୟ ଗ୍ରହଣ କରିପାରିବେ I ଏହି ସବୁ ଶାକାହାରୀ ଖାଦ୍ୟରେ ପ୍ରଚୁର ପରିମାଣର ପ୍ରୋଟିନ ରହିଥାଏ ଏବଂ ଏହା ସ୍ୱାସ୍ଥ୍ୟ ପାଇଁ ଲାଭକାରୀ ଅଟେ I ତେବେ ଚାଲନ୍ତୁ ଜାଣିବା କେଉଁ କେଉଁ ଫଳମୂଳ ରେ ରହିଛି ପ୍ରୋଟିନ I

ଅଣ୍ଡାଠାରୁ ଅଧିକ ପ୍ରୋଟିନ ରହିଥାଏ ଏହି ସବୁ
ଶାକାହାରୀ ଖାଦ୍ୟରେ…

ଡାଲି:
ଡାଲି ରେ ଅନେକ ପ୍ରୋଟିନ ରହିଥାଏ ଓ ଅନେକ ଭିଟାମିନ ମଧ୍ୟ ରହିଥାଏ I ଯଦି ଆପଣ ପ୍ରତୋକ ଦିନ ଡାଲି ଖାଉଛନ୍ତି ତେବେ ଏହା ର ସ୍ୱାଦ ଓ ସ୍ୱାସ୍ଥ୍ୟ ଉଭୟ ପାଇଁ ଲାଭକାରୀ ଅଟେ I ଏହା ଏକ ପୁଷ୍ଟିକର ଖାଦ୍ୟ ଅଟେ I ଏବଂ ଏହା ଦ୍ୱାରା ଅନେକ ରୋଗ ମଧ୍ୟ ଦୂର ହେଇଥାଏ I

ଗ୍ରୀନ ମଟର:
ଥଣ୍ଡା ଦିନ ରେ ଗ୍ରୀନ ମଟର ବିଶେଷ ଲାଭକାରୀ ଅଟେ I ଯାହା ଯେତିକି ସ୍ୱାଦିଷ୍ଟ ସେତିକି ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭକାରୀ ଅଟେ I ମଟର ରେ ପ୍ରଚୁର ପରିମାଣ ର ପ୍ରୋଟିନ ଓ ଭିଟାମିନ ରହିଥାଏ I

ଡାଏରୀ:
ସାଧାରଣ ଭାବରେ ଡାଏରୀ ପ୍ରଡକ୍ଟରେ କ୍ଷୀର , ଦହି , ଘିଅ ଓ ପନିର ଆଦି ରେ ପ୍ରଚୁର ପରିମାଣ ର ପ୍ରୋଟିନ ରହିଥାଏ I ଏହା ର ସେବନ ଦ୍ୱାରା ଆପଣ ପ୍ରଚୁର ପରିମାଣ ର ପୋଷକତତ୍ୱ ପାଇପାରିବେ I

ସବୁଜ ପନିପରିବା:
ଥଣ୍ଡା ଦିନ ରେ ଗ୍ରୀନ ପନିପରିବା ଖାଇବା ବିଶେଷ ଲାଭକାରୀ ଅଟେ I ଏହି ସବୁ ପନିପରିବା ବର୍ଷ କୁ ୧୨ ମାସ ସେବନ କରିବା ଲାଭକାରୀ ଅଟେ I ଏହି ସବୁ ପନିପରିବା ରେ ପ୍ରଚୁର ପ୍ରୋଟିନ ରହିଥାଏ I

ଡ୍ରାଏ ଫୁଡ:
ଡ୍ରାଏ ଫୁଡ଼ ସେବନ ବିଶେଷ ଲାଭକାରୀ ଅଟେ I ଆପଣ ଜାଣି ନ ଥିବେ କି ଏଥିରେ ପ୍ରଚୁର ପରିମାଣ ର ଇମ୍ୟୁନିଟି ରହିଥାଏ I ଖାସ କରିକି ବାଦାମ ରେ ଥିବା ପ୍ରୋଟିନ ସହଜ ରେ ଶରୀର ରେ ହଜମ ହୋଇଯାଇଥାଏ ଏବଂ ଏହା ର ପୋଷକତତ୍ୱ ଶରୀର ପାଇଁ ଲାଭକାରୀ ଅଟେ I

Leave a comment