ଏହି ୫ ଟି ରାଶିର ବ୍ୟକ୍ତିଙ୍କ ନିକଟରେ କଦାପି ରୁହେନାହିଁ ଧନ, ଯେତେ ଥିଲେ ବି କେବେ ଅଂଟେ ନାହିଁ
ଧନ ଲାଭ କରି ସଂଚୟ କରିବାକୁ ସମସ୍ତେ ଇଛା କରି ଥାଆନ୍ତି l କିନ୍ତୁ ଏହା ଭାଗ୍ୟରେ ଥିଲେ ମିଳିଥାଏ l ଜ୍ୟୋତିଷ ଶାସ୍ତ୍ର କହୁଛି ଧନ ଲାଭ ବ୍ୟକ୍ତି ର ଭାଗ୍ୟ ରେ ଥିଲେ ହୋଇଥାଏ ଓ ସଂଚୟ କରିବା ପାଇଁ ମଧ୍ୟ ଭାଗ୍ୟ ବଳ ଆବଶ୍ୟକ l ଶାସ୍ତ୍ରରେ କୁହାଯାଇଛି ଯେ କିଛି ଟା ରାଶିର ବ୍ୟକ୍ତି ଯେତେ ଧନ ଅର୍ଜନ କରିଥିଲେ ମଧ୍ୟ ନିଜର ଖର୍ଚି ସ୍ଵଭାଵ ଯୋଗୁଁ ଧନ ସଂଚୟ କରି ରଖି ପାରନ୍ତି ନାହିଁ l
ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମେଷ ରାଶିର ବ୍ୟକ୍ତି ସ୍ଵଭାଵ ରେ ଖୁବ ଖର୍ଚୀ ହୋଇଥିବା କାରଣରୁ କଦାପି ଧନ ସଞ୍ଚୟ କରି ରଖି ପାରନ୍ତି ନାହିଁ l ଏହି ରାଶିର ବ୍ୟକ୍ତି ଖୁବ ଖୁସ ମିଯାଜ ର ହୋଇ ଥାଆନ୍ତି l ଏମାନଙ୍କୁ ଯେଉଁ ଜିନିଷ ପସନ୍ଦ ଆସିଥାଏ, କିଣିବା ପାଇଁ କଦାପି ପଛାଇ ନଥାଆନ୍ତି l
-ବୃଷ ରାଶିରେ ବ୍ୟକ୍ତି ଯେତିକି ପରିଶ୍ରମ କରି ପଇସା ରୋଜଗାର କରନ୍ତି ସେତିକି ଖର୍ଚି ଅଟନ୍ତି l ସେମାନେ ନିଜ ସଉକ କୁ ପୁରା କରିବା ପାଇଁ ସବୁ ପଇସା ଉଡାଇ ଦେଇ ଥାଆନ୍ତି l
— ସିଂହ ରାଶିର ବ୍ୟକ୍ତି ମଧ୍ୟ ସ୍ଵଭାଵ ରେ ଖର୍ଚି ହୋଇ ଥାଆନ୍ତି l ସବୁବେଳେ ଭୋଜି ଭାତ ହେଉ କିମ୍ବା ବୁଲା ବୁଲି ହେଉ ଖୁବ ଖର୍ଚ୍ଚ କରି ପଇସା ଉଡାଇ ଥାଆନ୍ତି l ଏହାଛଡା ନିଜର ପସନ୍ଦ ଯୋଗ୍ୟ ଜିନିଷ କିଣିବାକୁ କଦାପି ପଛାଇ ନଥାଆନ୍ତି l
– ତୁଳା ରାଶିର ବ୍ୟକ୍ତି ସ୍ଵଭାଵ ରେ ଖୁବ ଖର୍ଚି ହୋଇ ଥାଆନ୍ତି l ଏମାନେ ପଇସା ପାଇବା ମାତ୍ରକେ କିପରି ଖର୍ଚ୍ଚ କରିବେ ଭାବି ଚାଲନ୍ତି l ଖୁବ ଲଗଜୁରୀ ଲାଇଫ ବିତାଇବା ପାଇଁ ଚାହାଁନ୍ତି l
-ଶେଷରେ ଆସିବେ ମକର ରାଶି l ଏହି ରାଶିର ବ୍ୟକ୍ତି ଖର୍ଚ୍ଚ କରିବାରେ ସବୁଠୁ ଆଗରେ ରହିବେ l କିନ୍ତୁ କାହାକୁ ସାହାଯ୍ୟ j