୨ ସପ୍ତାହ ଭିତରେ ବଡ ଧରଣର ପରିବର୍ତ୍ତନ ହେବ:ମୋହନ ମାଝୀ

0

ଅନେକ ବିଜେଡି ନେତା ଦଳ ଛାଡିବେ ବୋଲି କହିଲେ ମୋହନ ମାଝୀ । ୨ ସପ୍ତାହ ଭିତରେ ବଡ ଧରଣର ପରିବର୍ତ୍ତନ ହେବ । ବିଜେଡି ବିଧାୟକ ଓ ସାଂସଦମାନେ ଦଳ ଛାଡିବା ଆରମ୍ଭ କରିବେ । ଯାହାକୁ ଟିକେଟ୍ ମିଳବନି, ସେମାନେ ଅନ୍ୟ ଦଳକୁ ଯିବା ଭାବିବେ । ଅନେକ ବିଜେଡି ନେତା ବିଜେପି ସହ ଯୋଗାଯୋଗରେ ଅଛନ୍ତି । ଦଳ ବିପର୍ଯ୍ୟପ୍ତ ସ୍ଥିତି ଆଡକୁ ଯାଉଛି, ନବୀନ ସରକାରର ପତନ ହେବ ।

ସବୁ ଯୋଜନା କେବଳ ନିର୍ବାଚନ ସର୍ବସ୍ୱ, ସଫଳ ହେବେ ନାହିଁ । ୧୯୯୫ ଭଳି ପରିସ୍ଥିତି ସୃଷ୍ଟି ହେବ ବୋଲି୍ ଭବିଷ୍ୟବାଣୀ କଲେ ମୋହନ ।

Leave a comment