ନବୀନ ନିବାସରେ ବାଦ ପଡ଼ିଥିବା ମନ୍ତ୍ରୀ

0

ଭୁବନେଶ୍ୱର (ଓଡ଼ିଶା ଫାଷ୍ଟ ବ୍ୟୁରୋ): ମନ୍ତ୍ରିମଣ୍ଡଳରୁ ବାଦ ପଡ଼ିଥିବା ନେତା ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ବିଦାୟୀ ମନ୍ତ୍ରୀଙ୍କୁ ବୁଝାଇଥିଲେ । ମନ୍ତ୍ରୀ ମଣ୍ଡଳ ଏକ ସ୍ୱଭାବିକ ପ୍ରକ୍ରିୟା । ରୋଟେସନ କରି ଅନ୍ୟମାନଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନୀତ କରାଯାଇଛି।

କୌଣସି ପ୍ରଦର୍ଶନକୁ ନେଇ ମନ୍ତ୍ରିମଣ୍ଡଳ ଅଦଳ ବଦଳ ହୋଇନାହିଁ । ଦଳ ପାଇଁ କାମ କରନ୍ତୁ । ଆଗକୁ ୨୦୨୪ ନିର୍ବାଚନ ରହିଛି । ସଙ୍ଗଠନ କଥା ବୁଝନ୍ତୁ । ଦୁଇ ଚାରି ଦିନ ଭିତରେ ଖୁବଶୀଘ୍ର ସଙ୍ଗଠନ ଦାୟିତ୍ୱ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Leave a comment