ଆସନ୍ତାକାଲି ଘୋଷଣା ହେବ ମାଟ୍ରିକ୍‌ ରେଜଲ୍ଟ ତାରିଖ

0

ଆସନ୍ତାକାଲି ଘୋଷଣା ହେବ ମାଟ୍ରିକ୍‌ ରେଜଲ୍ଟ ତାରିଖ । ବିଧାନସଭା ପରିସରରେ ରେଜଲ୍ଟ ତାରିଖ ଘୋଷଣା କରିବେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ।ଚଳିତବର୍ଷ ୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଛନ୍ତି । ୫୮ଟି କେନ୍ଦ୍ରରେ ମୂଲ୍ୟାୟନ ହୋଇଥିଲା । ୧୨ ହଜାରରୁ ଅଧିକ ଶିକ୍ଷକ, ଶିକ୍ଷୟିତ୍ରୀ ନିୟୋଜିତ ହୋଇଥିଲେ ।

Leave a comment