ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରସ୍ତାବକୁ ହାଇକୋର୍ଟ ବାର ଆସୋସିଏସନର ବିରୋଧ

ଭୁବନେଶ୍ୱର (ଓଡ଼ିଶା ଫାଷ୍ଟ ବ୍ୟୁରୋ): ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରସ୍ତାବକୁ ବିରୋଧ । ବେଞ୍ଚ ଗଠନ ନେଇ କେନ୍ଦ୍ରମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଥିଲେ କୀରଣରିଜିଜୁ ।
ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ନ କରିବାକୁ ହାଇକୋର୍ଟ ବାର ଆସୋସିଏସନର ବିରୋଧ । ଏନେଇ ହାଇକୋର୍ଟ ବାର ଆସୋସିଏସନରେ ଏକ ପ୍ରସ୍ତାବ ପାରିତ ହୋଇଛି । ବେଞ୍ଚ ଗଠନକୁ ସ୍ୱୀକୃତି ନ ଦେବାକୁ ବାର ପକ୍ଷରୁ ଅନୁରୋଧ କାରାଯାଇଛି । ଏଥିଲାଗି ଆକ୍ସନ କମିଟି ଗଠନ ହେବ ।