ଦଶହରାରେ ବଦଳିବ ଏହି ରାଶିଗୁଡିକର ଭାଗ୍ୟ, କେବେ ବି ଘରେ ଦେଖାଯିବନି ଧନର ଅଭାବ

0

ଆଜି ଦଶହରା। ତେବେ, ଦଶହରା ଦିନ ଏପରି କିଛି ଉପାୟ ଆପଣାନ୍ତୁ । ଯାହା ଆପଣଙ୍କୁ ସମସ୍ତ କ୍ଷେତ୍ରରେ ସଫଳତା ପ୍ରଦାନ କରିବ। ଏଥର ଦଶହରା ମଙ୍ଗଳବାର ଦିନ ପଡୁଛି। ରାଶି ଅନୁସାରେ, ଉପାୟ କଲେ ବର୍ଷାସାରା ଆପଣଙ୍କୁ ଧନର ଅଭାବ ରହିବନି । ଏବଂ ଘରେ ସୁଖ ସମୃଦ୍ଧି ବୃଦ୍ଧି ପାଇବ।

ରାଶି ଅନୁସାରେ ଦଶହରାରେ କରନ୍ତୁ ଏହି ସବୁ ଉପାୟ :

ମେଷ: ଦଶହରା ଦିନ ମାଆ ଦୁର୍ଗା ଓ ଭଗବାନ୍ ହନୁମାନଙ୍କ ପାଖରେ ସକାଳେ ସ୍ନାନ ପରେ ଦୀପ ଜାଳନ୍ତୁ। ଏହା କରିବା ଦ୍ବାରା ଆପଣଙ୍କ ଆତ୍ମ ବିଶ୍ବାସ ବଢିବ। ଏବଂ କ୍ୟାରିୟରରେ ସଫଳତା ଫାଇବେ।

ବୃଷ: ଏହି ରାଶିର ଲୋକମାନେ ଦଶହରା ଦିନ ରାମଚରିତ ମାନସ ପାଠ କରିବା ଦ୍ବାରା ସେମାନଙ୍କ ଜୀବନରୁ ସମସ୍ତ ଦୁଃଖକଷ୍ଟ ଦୂର ହେବା। ଏବଂ ଆର୍ଥିକ ସ୍ଥିତି ମଜବୁତ୍ ହେବା ସହ ବ୍ୟବସାୟ ବଢିବ।

ମିଥୁନ: ଯଦି ଆପଣ କ୍ୟାରିୟରରେ ସଫଳତା ପାଇବାକୁ ଚାହୁଁଛନ୍ତି । ତେବେ, ଆପଣ ଦୁର୍ଗାମାଆଙ୍କୁ ପଦ୍ମଫୁଲ ଅର୍ପଣ କରନ୍ତୁ। ଦେଖିବେ ଆପଣଙ୍କ କ୍ୟାରିୟରରେ କିଭଳି ପରିବର୍ତ୍ତନ ହେବ।

କର୍କଟ: ଦଶହରା ଦିନ ପଞ୍ଚମୁଖି ହନୁମାନଙ୍କ ପାଖରେ କଦଳୀ ଭୋଗ ଲଗାନ୍ତୁ । ଏବଂ ହଳଦିଆ ରଙ୍ଗର ଫୁଲ ଚଢାନ୍ତୁ ଦେଖିବେ ଆପଣଙ୍କ ଜୀବନର ସମସ୍ତ ସମସ୍ୟା ଧିରେ ଧିରେ ଉଭେଇ ଯିବ। ଏବଂ ଘରେ ଧନ ସମ୍ପତ୍ତି ମାଡି଼ଯିବ।

Leave a comment