୨୦୨୪ରେ କଂଗ୍ରେସ ୧ ନମ୍ବର ହେବ : ପିସିସି ସଭାପତି

0

ଭୁବନେଶ୍ବର (ଓଡ଼ିଶା ଫାଷ୍ଟ ବ୍ୟୁରୋ): ବିଜେପିର ଅଭିଯୋଗ ଉପରେ ଜବାବ ରଖିଲେ ପିସିସି ସଭାପତି ଶରତ ପଟ୍ଟନାୟକ । କଂଗ୍ରେସର କାହାକୁ ବିଜେଡି ଫଣ୍ଡିଙ୍ଗ କରିଛି। ତାହାର ପ୍ରମାଣ ଦେଲେ ଆମେ ତାକୁ ସଙ୍ଗେ ସଙ୍ଗେ ପାର୍ଟିରୁ ଏକ୍ସଫେଲ କରିବୁ। ଖାଲି କହି ଦେଲେ ହେବନି । ବିଜେଡି ବିଜେପି ଭାଇ ଭାଇ । ତାଙ୍କର ବିକଳ୍ପ ହେଉଛି କଂଗ୍ରେସ ।

୨୦୨୪ରେ କଂଗ୍ରେସ ବିଜେଡି ଲଢେଇ ହେବ। କଂଗ୍ରେସ ୧ ନମ୍ବର ହେବ । ୨୨ ବର୍ଷ ଶାସନରେ ଲୋକ ଅସନ୍ତୋଷ ପ୍ରକାଶ କରି କଂଗ୍ରେସ ଉପରେ ଆସ୍ଥା ପ୍ରକଟ କରୁଛନ୍ତି ବୋଲି ଶରତ ପଟ୍ଟନାୟକ କହିଛନ୍ତି ।

Leave a comment