ତେଲେଙ୍ଗାନାର ମାନସା ବାରାଣସୀ ପିନ୍ଧିଲେ ଫେମିନା ମିସ୍ ଇଣ୍ଡିଆ ୨୦୨୦ ମୁକୁଟ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଫାଇନାନସିଲ ଏକ୍ସଚେଞ୍ଜ ଇନଫର୍ମେଶନ ଆନାଲିଷ୍ଟ ମାନସା ବାରାଣସୀ VLCC ଫେମିନା ମିସ୍ ଇଣ୍ଡିଆ ୨୦୨୦ ବିଜୟୀ ହୋଇଛନ୍ତି। ମିସ ଇଣ୍ଡିଆ ୱାର୍ଲଡ ୨୦୨୦ ମୁକୁଟ ଜିତିଛନ୍ତି ମାନ ସିଂହ। ମିସ୍ ଇଣ୍ଡିଆ ୨୦୨୦ ରନର୍ସ ଅପ ହୋଇଛନ୍ତି ମନିକା ଶୌକନ୍ଦ। ଫେମିନା ମିସ୍ ଇଣ୍ଡିଆର ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଭିଏଲସିସି ଟପ ୩ ବିଜେତାଙ୍କ ନାଁ ଘୋଷିତ କରାଯାଇଛି। ଫେବୃଆରୀ ୧୦ ତାରିଖରେ ଆୟୋଜିତ ହୋଇଥିବା ଫେମିନା ମିସ୍ ଇଣ୍ଡିଆ ୨୦୨୦ର ଗ୍ରାଣ୍ଡ ଫାଇନାଲ୍ ଥିଲା।