Browsing Tag

Youcren bharatiy nagarik

ବୁଖାରେଷ୍ଟରୁ ୨୧୯ ଭାରତୀୟଙ୍କୁ ଧରି ମୁମ୍ବାଇ ଅଭିମୁଖେ ବିମାନ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଯୁଦ୍ଧଗ୍ରସ୍ତ ୟୁକ୍ରେନରେ ଫସି ରହିଥିବା ୨୧୯ ଭାରତୀୟଙ୍କୁ ଧରି ମୁମ୍ବାଇ ଅଭିମୁଖେ ରୋମାନିଆରୁ ଉଡାଣ ଭରିଲା ବିମାନ। ରୁଷ ସହିତ ଉତ୍ତେଜନା କାରଣରୁ ୟୁକ୍ରେନ ନିଜର ଆକାଶମାର୍ଗ ବନ୍ଦ କରିଛି। ସେଠାରେ ଫସି ଥିବା ଭାରତୀୟ ନାଗରିକଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ପାଇଁ…