ଆପଣ ମଧ୍ୟ ପାଣି ସେବନ କରି ଓଜନ କରିପାରିବେ ହ୍ରାସ, ତେବେ ପାଣିକୁ କିଭଳି ଓ କେଉଁ ସମୟରେ ପିଇଲେ ମିଳିବ ଫାଇଦା
ଆଜିକାଲି ଓଜନ ହ୍ରାସ କରିବା ପାଇଁ ଆମେମାନେ ସମସ୍ତେ ଚେଷ୍ଟା କରି ଚାଲିଛୁ l ବର୍ତମାନ ଓଜନ ବୃଦ୍ଧି ଦୁନିଆର ଗୋଟିଏ ବଡ଼ ସମସ୍ୟା ହୋଇଯାଇଛି l ଏହାକୁ ଆମେ ଏତେ ସହଜରେ ଗ୍ରହଣ କରିପାରୁ ନାହୁଁ, କିନ୍ତୁ ଏହି କାରଣରୁ ଆମେ ଅନେକ ପ୍ରକାର ରୋଗ ଦ୍ୱାରା ଆକ୍ରାନ୍ତ ହୋଇଥାଉ l ଓଜନ ବୃଦ୍ଧି ସାରା…