Browsing Tag

You can also do UPI transactions with the help of Aadhaar

ଏଣିକି ଆଧାର ସାହାଯ୍ୟରେ ବି କରିପାରିବେ ୟୁପିଆଇ କାରବାର

ଏଣିକି ଆଧାର ବ୍ୟବହାର କରି ଆପଣ ୟୁପିଆଇ କାରବାର କରିପାରିବେ। ଅନଲାଇନ ପେମେଣ୍ଟ ଆପ୍ ଫୋନ୍‌ ପେ ଏବେ ଆଧାର ଦ୍ବାରା ୟୁପିଆଇ ସେବା ଆରମ୍ଭ କରିଛି। ଏହି ନୂଆ ସେବା ଦ୍ବାରା ଆଧାରକୁ ୟୁପିଆଇ ସହ ସଂଯୋଗ କରି କାରବାର କରିହେବ। ଏଥିରେ ଆଧାର ସାହାଯ୍ୟରେ ଓଟିପି ଭେରିଫାଇ ହୋଇ କାରବାର ସମ୍ପନ୍ନ…