ଯୋଗୀ ଓ ମାୟାବତୀଙ୍କୁ ବଡ ଝଟକା, ନିର୍ବାଚନୀ ପ୍ରଚାରରେ ଲାଗିଲା ରୋକ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଅଦିତ୍ୟନାଥ ଓ ମାୟାବତୀଙ୍କ ବିବାଦୀୟ ବୟାନ କୁ ନେଇ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ମାମଲାରେ ଆଜି ଶକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ନିର୍ବାଚନ କମିଶନ । ଯୋଗୀଙ୍କ ନିର୍ବାଚନୀ ପ୍ରଚାର ଉପରେ ୩ଦିନ ରୋକ ଲଗାଯାଇଥିବା…