Browsing Tag

yes bank

ସୁଧମୂଳ ସହ ଫେରିଲା ମହାପ୍ରଭୁଙ୍କ ଟଙ୍କା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ୟେସ୍ ବ୍ୟାଙ୍କରୁ ଫେରିଲା ମହାପ୍ରଭୁ ଜଗନ୍ନାଥଙ୍କ ବାକି ୧୫୬ କୋଟି ଟଙ୍କା। ଆଜି ଦ୍ୱିତୀୟ ଦଫାରେ ମାଚ୍ୟୁରିଟି ସରିବା ପରେ ବାକି ୧୫୬ କୋଟି ଟଙ୍କା ମଧ୍ୟ ଫେରିଛି । ସୂଚନାଯୋଗ୍ୟ, ଶେଷ ତ୍ରୟମାସର ସୁଧ ବାବଦରେ ୩ କୋଟି ୩୫ ଲକ୍ଷ ୩୮ ହଜାର ୮୬୩ ଟଙ୍କା ମଧ୍ୟ…

ସୁଧ ମୂଳ ମିଶି ଫେରିଲା ୩୯୭ କୋଟି ଶ୍ରୀମନ୍ଦିର ଟଙ୍କା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ୟେସ ବ୍ୟାଙ୍କ ଆଜି ପୁରୀ ଶାଖାରେ ଜଗନ୍ନାଥ ମନ୍ଦିର କର୍ପସ ପାଣ୍ଠିର ନିର୍ଦ୍ଧାରିତ ଏସବିଆଇ ଆକାଉଣ୍ଟକୁ ୩୯୭ କୋଟି ଟଙ୍କା (ମୂଳ ରାଶି ୩୮୯ କୋଟି ଟଙ୍କା ଏବଂ ସୁଧ ୮,୨୩,୨୭,୬୩୬ କୋଟି ଟଙ୍କା) ପଠାଇଛି । ସୂଚନା ଅନୁଯାୟୀ, ଏକ ଚିଠି ମାଧ୍ୟମରେ ୟେସ ବ୍ୟାଙ୍କ ଏହା…

ୟେସ୍‌ ବ୍ୟାଙ୍କରୁ ଏସବିଆଇ କୁ ଫେରିଲା ମହାପ୍ରଭୁଙ୍କ ଟଙ୍କା

ଓଡ଼ିଶା ଫାଷ୍ଟ(ବ୍ୟୁରୋ):  ୟେସ୍‌ ବ୍ୟାଙ୍କରୁ ଫେରିଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଟଙ୍କା। ଇ-ଟ୍ରାନ୍ସଫର ମାଧ୍ୟମରେ ୩୯୭ କୋଟି ୨୩ ଲକ୍ଷ ୨୭ ହଜାର ୬୩୬ ଟଙ୍କାକୁ ଏସବିଆଇ ପୁରୀ ମୁଖ୍ୟ ଶାଖାକୁ ଟ୍ରାନ୍ସଫର୍ କରିଛି ୟେସ୍ ବ୍ୟାଙ୍କ।  ଜମା ହୋଇଥିବା ୩୯୭ କୋଟି ୨୩ ଲକ୍ଷ ୨୭ ହଜାର ୬୩୬ ଟଙ୍କା…

ୟେସ୍ ବ୍ୟାଙ୍କରୁ କାଲି ଉଠିବ ଶ୍ରୀଜଗନ୍ନାଥଙ୍କ ପ୍ରଥମ ପର୍ଯ୍ୟାୟ ଟଙ୍କା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ୟେସ୍ ବ୍ୟାଙ୍କରେଥିବା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ୫୪୫ କୋଟି ଟଙ୍କା ଆସନ୍ତାକାଲି ଫେରିବ। ୟେସ୍ ବ୍ୟାଙ୍କରୁ ଉଠାଇ ଏହି ଟଙ୍କାକୁ ଜାତୀୟକରଣ ବ୍ୟାଙ୍କରେ ରଖାଯିବ। ଇ-ଟ୍ରାନ୍ସଫର ମାଧ୍ୟମରେ ଟଙ୍କା ଫେରିବ ବୋଲି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ…

ଜଗନ୍ନାଥ ପ୍ରେମୀଙ୍କ ପାଇଁ ଖୁସି ଖବର : ୧୮ରେ ୟେସ ବ୍ୟାଙ୍କ ଉପରୁ ହଟିବ କଟକଣା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଓଡ଼ିଶାବାସୀ ଓ ଅଗଣିତ ଜଗନ୍ନାଥପ୍ରେମୀଙ୍କ ପାଇଁ ଖୁସି ଖବର । ୟେସ ବ୍ୟାଙ୍କରେ ଜମା ଥିବା ଶ୍ରୀମନ୍ଦିର ପାଣ୍ଠି ସୁରକ୍ଷିତ ଓ ଫେରିବା ଆଶା ଉଜ୍ଜ୍ୱଳ । କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ଭାବାବେଗ ଓ ରାଜ୍ୟ ସରକାରଙ୍କ କ୍ରମେ କେନ୍ଦ୍ର ସରକାରଙ୍କ ପାଖରେ କରାଯାଇଥିବା…