ଭୟଙ୍କର ହେଉଛି ବାତ୍ୟା ବୁଲବୁଲ, ୪ଟି ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବାତ୍ୟା ବୁଲବୁଲ ହେଉଛି ଭୟଙ୍କର ରୂପ ଧାରଣ କରିବାରେ ଲାଗିଛି । ବୁଲବୁଲ ପ୍ରଭାବରେ ପାରାଦୀପରେ ବର୍ଷା ଆରମ୍ଭ ହୋଇଗଲାଣି । ଏହା ପଶ୍ଚିମବଙ୍ଗ ମୁହାଁ ହୋଇଥିବା ବେଳେ ଗତ ୬ଘଣ୍ଟା ହେଲା ଏହା ଉତ୍ତର ପଶ୍ଚିମ ଦିଗକୁ ଘଣ୍ଟାପ୍ରତି ୬ କିଲୋମିଟର ବେଗରେ ଗତି କରୁଛି ।…