କେୱାଇସି ଅପଡେଟ୍ ନେଇ ବ୍ୟାଙ୍କ ଯିବା ପାଇଁ ଚିନ୍ତିତ କି ? ଏଥର ଘରେ ମଧ୍ୟ କରିପାରିବେ ଆପଣଙ୍କ କେୱାଇସି ଅପଡେଟ୍
ଯଦି ଆପଣଙ୍କର ଏକ ବ୍ୟାଙ୍କରେ ଏକ ଆକାଉଣ୍ଟ ରହିଛି ଏବଂ ସମୟେ ସମୟେ କେୱାଇସି ଅପଡେଟ୍ କରିବାର ଆବଶ୍ୟକତା ଅଛି। ତେଣୁ ଏହି କ୍ଷେତ୍ରରେ ଆପଣଙ୍କୁ ବ୍ୟାଙ୍କ ଶାଖାକୁ ଯିବାକୁ ପଡିବ। ଏଭଳି ପରିସ୍ଥିତିରେ ଅନେକ ଥର ଲୋକଙ୍କୁ କେୱାଇସି ଅପଡେଟ୍ କରିବାରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ।…