ଅଣ୍ଟା ସମସ୍ୟାକୁ ନେଇ ଚିନ୍ତିତ କି ? ଆପଣାନ୍ତୁ ଏହି ଘରୋଇ ଟିପ୍ସ
ବର୍ତ୍ତମାନର ବ୍ୟସ୍ତ ଲାଇଫଷ୍ଟାଇଲ ଯୋଗୁଁ ଅଧିକାଂଶ ଲୋକଙ୍କର ଅଣ୍ଟା ସମସ୍ୟା ଦେଖାଦେଉଛି । ଅଫିସରେ କାମ କରିବା ସମୟରେ କମ୍ପ୍ୟୁଟର ଆଗରେ ଅଧିକ ସମୟ ବସିରହିବା କିମ୍ବା ଘଣ୍ଟା ଘଣ୍ଟା ଧରି ଛିଡା ହୋଇ ରହି କିଛି କାମ କରିବା କାରଣରୁ ଆଜିକାଲି ଅନେକଙ୍କ ଠାରେ ଅଣ୍ଟା ଯନ୍ତ୍ରଣା ଜିନତ ସମସ୍ୟା…