ସୋଆରେ ବିଶ୍ୱ ଜଳ ଦିବସ ପାଳନ
ଭୁବନେଶ୍ୱର, ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭବିଷ୍ୟତରେ ପୃଥିବୀରେ ଜଳର ଅଭାବ ଭୟଙ୍କର ପରିସ୍ଥିତି ସୃଷ୍ଟି କରିପାରେ । ଏହାକୁ ଦୃଷ୍ଟିରେ ରଖି ସଚେତନ ହେବା ସହ ବିଜ୍ଞତାର ସହ ଏହାକୁ ବ୍ୟବହାର କରିବା ଆବଶ୍ୟକ । ବିଶ୍ୱ ଜଳ ଦିବସ ଉପଲକ୍ଷେ ସୋଆ ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ବିଜିନେସ୍ ଆଣ୍ଡ…