Browsing Tag

World record

୨୬ ଥର ଏଭରେଷ୍ଟ ଆରୋହଣ କରି ବିଶ୍ୱରେକର୍ଡ

କାଠମାଣ୍ଡୁ : ବିଶ୍ୱର ସର୍ବୋଚ୍ଚ ଗିରିଶୃଙ୍ଗ ଏଭରେଷ୍ଟକୁ ମୋଟ ୨୬ ଥର ଆରୋହଣ କରି ନେପାଳୀ ପର୍ବତାରୋହୀ କାମି ରିଟା ଶେର୍ପା ବିଶ୍ୱରେକର୍ଡ ସୃଷ୍ଟି କରିଛନ୍ତି । ୫୨ ବର୍ଷୀୟ ଶେର୍ପା ଶନିବାର ଅନ୍ୟ ୧୦ ଜଣ ସାଥୀ ପର୍ବତାରୋହୀଙ୍କ ସହ ୮୮୪୮ ମିଟର ଉଚ୍ଚ ଏଭରେଷ୍ଟ ଆରୋହଣ କରିଥିବା ସମ୍ପର୍କରେ…