Browsing Tag

World cup

ଚେସ୍ ବିଶ୍ୱକପ-୨୦୨୧ : ବିଜୟରୁ ଅଭିଯାନ ଆରମ୍ଭ କଲେ ପଦ୍ମିନୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଓଡ଼ିଆ ଆଇଏମ୍‌ ପଦ୍ମିନୀ ରାଉତ ରୁଷିଆର ସୋଚିରେ ଆରମ୍ଭ ହୋଇଥିବା ଚେସ୍‌ ବିଶ୍ୱକପ୍‌ର ପ୍ରଥମ ମ୍ୟାଚ୍‌ରେ ବିଜୟୀ ହୋଇଛନ୍ତି । ସୋମବାରଠୁ ବିଶ୍ୱକପ୍‌ ଆରମ୍ଭ ହୋଇଛି । ପଦ୍ମିନୀ ପ୍ରଥମ ମ୍ୟାଚ୍‌ରେ ଆଜରବାଇଜାନର ମହିଳା ଗ୍ରାଣ୍ଡମାଷ୍ଟର ଫତାଲିଏଭା ଉଲଭିଆଙ୍କୁ ଭେଟିଥିଲେ…