ପିପିପି ମୋଡରେ ହେବ ବିଶ୍ୱ ସ୍ତରୀୟ ଭୁବନେଶ୍ୱର ଷ୍ଟେସନ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିଶ୍ୱସ୍ତରୀୟ ଭୁବନେଶ୍ୱର ରେଲୱେ ଷ୍ଟେସନର ବିକାଶ ପିପିପି ମୋଡରେ ହେବ । ଆଗାମୀ ଦିନରେ ଆଉ ଏକ ପ୍ଲାଟଫର୍ମ ଓ ୨ଟି ରେଳ ଟ୍ରାକ୍ ବଢ଼ିବ । ରେଳ ଜମିରେ ରେଳ ମନ୍ତ୍ରଣାଳୟ ବିକାଶ କରିବ ଓ ତା’ପାଖ ଜମିରେ ବିଡିଏ ଉନ୍ନୟନମୂଳକ କାର୍ଯ୍ୟ କରିବ । ଓଡ଼ିଶାରେ ଥିବା ବିଭିନ୍ନ…