ସକାଳୁ ଏଭଳି କାମ କରନ୍ତୁ, ଘରେ ଦେଖାଯିବନି ଦାରିଦ୍ରତା
ଯଦି ଭୁଲ କର୍ମ କରୁଥିବେ ତେବେ ଭଗବାନ ଭଲ ଫଳ ଦେବେ ବା କେଉଁଠାରୁ ଭାବନ୍ତୁ ତ ଟିକେ । ତେଣୁ ଆପଣଙ୍କୁ ସର୍ବଦା ଆପଣଙ୍କ କର୍ମ ଠିକ କରିବା ଉଚିତ । ଏଥିପାଇଁ ଏଭଳି କିଛି କାମ କରନ୍ତୁ, ଯାହାଦ୍ୱାରା ଆପଣଙ୍କ ଜୀବନରେ ଦାରିଦ୍ରତା ଥିଲେ ତାହା ଦୂର ହେବ ।
ତେବେ ଆସନ୍ତୁ ଜାଣିବା ସକାଳୁ ଉଠି…