ମହିଳା ଟିକେଟ କାଉଣ୍ଟର ଆଗରେ ଧସ୍ତାଧସ୍ତି, ପୋଲିସର ମୃଦୁ ଲାଠିଚାଳନା
କଟକ(ଓଡ଼ିଶା ଫାଷ୍ଟ ବ୍ୟୁରୋ): ବାରବାଟୀରେ ଟି-ଟେ୍ଵଣ୍ଟି ଟିକେଟ ପାଇଁ ମହିଳା କାଉଣ୍ଟର ଆଗରେ ଧସ୍ତାଧସ୍ତି ହେବାକୁ ପୋଲିସକୁ ମୃଦୁ ଲାଠିଚାଳନା କରିବାକୁ ପଡ଼ିଥିଲା। ଅନ୍ୟ କାଉଣ୍ଟର ଗୁଡ଼ିକ ଆଗରେ ବି ସମାନ ସ୍ଥିତି ଦେଖିବାକୁ ମିଳିଥିଲା। ପୋଲିସ ଲାଠିଚାଳନା ସହ ପାଣି ମାଡ଼ କରିଥିଲା।…