Browsing Tag

wind

ଓଡ଼ିଶା ଛୁଇଁଲା ମୌସୁମୀ

ଭୁବନେଶ୍ବର (ଓଡ଼ିଶା ଫାଷ୍ଟ ବ୍ୟୁରୋ): ଓଡ଼ିଶା ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଓଡ଼ିଶାର କିଛି ସ୍ଥାନରେ ମୌସୁମୀ ପ୍ରଭାବରେ ବର୍ଷା ହେଉଛି । ଏନେଇ ଭୁବନେଶ୍ୱର ପାଣିପାଗ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

ଜୁନ ପ୍ରଥମ ସପ୍ତାହରେ ମୌସୁମୀ କେରଳ ଛୁଇଁବ

ଭୁବନେଶ୍ୱର (ଓଡ଼ିଶା ଫାଷ୍ଟ ବ୍ୟୁରୋ): ଜୁନ ପ୍ରଥମ ସପ୍ତାହରେ ମୌସୁମୀ କେରଳ ଛୁଇଁବ ଜଣାପଡିଛି। ପୂର୍ବରୁ ମେ 27ସୁଦ୍ଧା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବା ନେଇ ଆକଳନ କରାଯାଉଥିଲା। 2ରୁ 3ଦିନ ମଧ୍ୟରେ କେରଳ ଛୁଇଁପାରେ ମୌସୁମୀ ବାୟୁ। ଏମିତି ହେଲେ ଜୁନ ଦ୍ବିତୀୟ ସପ୍ତାହ ଅର୍ଥାତ…

କାଳବୈଶାଖୀ ସମ୍ଭାବନା, ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର (ଓଡ଼ିଶା ଫାଷ୍ଟ ବ୍ୟୁରୋ): ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି । ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡା, କଳାହାଣ୍ଡି, କନ୍ଧମାଳ, ଗଜପତି, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ଜନିତ…

କାଳବୈଶାଖୀ ପ୍ରଭାବରେ ରାଜ୍ୟରେ ବର୍ଷା ଜାରି

ଭୁବନେଶ୍ୱର (ଓଡ଼ିଶା ଫାଷ୍ଟ ବ୍ୟୁରୋ): ରାଜ୍ୟରେ ପୁଣି ତାତି ବଢ଼ିଥିବା ବେଳେ ଆଶ୍ୱସ୍ତି ଆଣିଛି କାଳବୈଖାଖୀ । ଯେଉଁଭଳି ଭାବରେ ରାଜ୍ୟରେ ତାତିର ପ୍ରକୋପ ଜାରି ରହିଥିଲା ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ। ବାହାରକୁ ବାହାରିବା ମୁସ୍କିଲ ହୋଇପଡୁଥିଲା। ତେବେ ରାଜ୍ୟରେ ବର୍ଷା…

କାଳବୈଶାଖୀ : ତାତିରୁ ମିଳିଲା ଆଶ୍ବସ୍ତି

ଭୁବନେଶ୍ୱର(ଓଡ଼ିଶା ଫାଷ୍ଟ ବ୍ୟୁରୋ): ଗତକାଲି ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ହୋଇଛି । ତାତିରୁ ମିଳିଲା ଆଶ୍ବସ୍ତି । ପ୍ରବଳ ଗରମ ଭିତରେ ଆଶ୍ବସ୍ତି ଲାଭ କରିଛନ୍ତି ରାଜ୍ୟବାସୀ । ରାଜଧାନୀ ଭୁବନେଶ୍ବରରେ ବି କଳାବୈଶାଖୀ ବର୍ଷା ହୋଇଛି । ଗତକାଲି ମଧ୍ୟରାତ୍ରିରେ ପବନ,…

‘ଅସାନି’ ପ୍ରଭାବରେ ମାଲକାନଗିରିରେ ସମସ୍ତ ସ୍କୁଲ ଛୁଟି

ଭୁବନେଶ୍ୱର(ଓଡ଼ିଶା ଫାଷ୍ଟ ବ୍ୟୁରୋ): ବାତ୍ୟାକୁ ଦୃଷ୍ଟିରେ ରଖି ଆଜି ମାଲକାନଗିରିରେ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଛୁଟି ନେଇ ଘୋଷଣା କରିଛନ୍ତି ମାଲକାନଗିରିର ଜିଲ୍ଲାପାଳ। ବାତ୍ୟା "ଅସାନି" ଏବେ ଏହା ଆନ୍ଧ୍ର ଉପକୂଳ ମୁହାଁ ବର୍ତ୍ତମାନ ଏହା ଗୋପାଳପୁରଠୁ ଦକ୍ଷିଣ ଏବଂ ଦକ୍ଷିଣ-ପଶ୍ଚିମ…

ଦୁର୍ବଳ ହେଲା ‘ଅସାନି’, ବାତ୍ୟାରେ ପରିଣତ

ଭୁବନେଶ୍ୱର(ଓଡ଼ିଶା ଫାଷ୍ଟ ବ୍ୟୁରୋ): ଆନ୍ଧ୍ର ଉପକୂଳ ମୁହାଁ ହେଉଛି ବାତ୍ୟା ଅସାନି । ଏହାର ପ୍ରଭାବରେ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଛି । ଆଜି ଉପକୂଳ ଓଡ଼ିଶା କିଛି ଜିଲ୍ଲାରେ ବର୍ଷା ହେଉଛି । ଆଜି ପାଇଁ ୮ ଜିଲ୍ଲାକୁ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ । ଏସବୁ ଜିଲ୍ଲା…

କାକିନାଡ଼ା ପାଖାପାଖି ସ୍ଥଳଭାଗ ଛୁଇଁପାରେ ବାତ୍ୟା ଅସାନି!

ଭୁବନେଶ୍ୱର : ସ୍ଥଳଭାଗ ମୁହାଁ ବାତ୍ୟା ଅସାନି। କାକିନାଡ଼ା ପାଖାପାଖି ସ୍ଥଳଭାଗ ଛୁଇଁପାରେ ବାତ୍ୟା। ସ୍ଥଳଭାଗ ଛୁଇଁବା ପରେ ପୁଣି ସମୁଦ୍ରକୁ ରିକର୍ଭ କରିପାରେ। ବାତ୍ୟା ଅସାନିକୁ ନେଇ ଏମିତି କିଛି ଆକଳନ କରିଛି ପାଣିପାଗ ବିଭାଗ। ପୁରୀଠାରୁ ଦକ୍ଷିଣ ପଶ୍ଚିମ ଦିଗରେ 630 କିମି ଦୂରରେ…

ଦୃଶ୍ୟମାନ ହେଲା ‘ଅସାନି’ ଆଖି

ଭୁବନେଶ୍ୱର(ଓଡ଼ିଶା ଫାଷ୍ଟ ବ୍ୟୁରୋ): ଦୃଶ୍ୟମାନ ହେଲା ଭୀଷଣ ବାତ୍ୟା ‘ଅସାନି’ର ଆଖି । ଆଜି ସକାଳ ୯ଟାରେ ମଛଲୀପାଟନମ ଡପଲର ରାଡାରରେ ଠାବ ହୋଇଛି ‘ଅସାନି’ର ଆଖି। ଏବେ ‘ଅସାନି’ ଗୋପାଳପୁରଠାରୁ ଦକ୍ଷିଣ-ଦକ୍ଷିଣ ପଶ୍ଚିମ ଦିଗରେ ୪୯୦ କିମି ଓ ପୁରୀଠାରୁ ଦକ୍ଷିଣ ପଶ୍ଚିମ ଦିଗରେ ୫୭୦ କିମି…

ଭୀଷଣ ହେଉଛି ବାତ୍ୟା ‘ଅସାନି’

ଭୁବନେଶ୍ୱର (ଓଡ଼ିଶା ଫାଷ୍ଟ ବ୍ୟୁରୋ): ବଙ୍ଗୋପସାଗରରେ ଭୀଷଣ ହେଉଛି ବାତ୍ୟା । ଘଣ୍ଟା ପ୍ରତି ୫ କିଲୋମିଟର ବେଗରେ ଗତି କରୁଛି ବାତ୍ୟା ଅସାନି । ଗୋପାଳପୁରଠାରୁ ୫୧୦, ପୁରୀରୁ ୫୯୦ କିଲୋମିଟର ଦୂରରେ ରହିଛି । ଗଞ୍ଜାମ, ଗଜପତି ଓ ପୁରୀରେ ବର୍ଷା ଆରମ୍ଭ ହୋଇଯାଇଛି । ସେହିପରି ଆସନ୍ତାକାଲି…