ଅଡୁଆରେ ପଡିବେ କି ମନ୍ତ୍ରୀ ପ୍ରତାପ ଜେନା ? ପ୍ରୋଟେଷ୍ଟ ପିଟିସନ୍ ଦାଖଲକୁ ଅନୁମତି
ଅଡୁଆରେ ପଡ଼ିପାରନ୍ତି ମନ୍ତ୍ରୀ ପ୍ରତାପ ଜେନା । କାରଣ ମାହାଙ୍ଗା ଡବଲ୍ ମର୍ଡର ଘଟଣାରେ ତତକାଳୀନ ମନ୍ତ୍ରୀ ପ୍ରତାପ ଜେନାଙ୍କ ନାଁରେ ଫାଇନାଲ ରିପୋର୍ଟର ପ୍ରୋଟେଷ୍ଟ ପିଟିସନ୍ ଦାଖଲ ପାଇଁ ସାଲେପୁର ଜେଏମ୍ଏଫ୍ସି କୋର୍ଟ ଅନୁମତି ଦେଇଛନ୍ତି।
ଜାନୁଆରୀ ୧୨ ତାରିଖ ସୁଦ୍ଧା ପ୍ରୋଟେଷ୍ଟ…