Browsing Tag

will marry in December 31st

ବାହା ହେବେ ବଲିଉଡର କଣ୍ଟ୍ରଭର୍ସି କୁଇନ୍‌

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବଲିଉଡ୍‌ରେ ଏବେ ବିବାହର ଋତୁ ଚାଲିଛି । ଇତିମଧ୍ୟରେ ଦୀପିକା ଓ ରଣବୀର ବିବାହ ବନ୍ଧନରେ ବାନ୍ଧି ହୋଇଥିବା ବେଳେ ଆସନ୍ତା ୨ ତାରିଖରେ ପ୍ରିୟଙ୍କା ଚୋପ୍ରା ବହାହେବାକୁ ଯାଉଛନ୍ତି । ଏହି କ୍ରମରେ ଏବେ ବଲିଉଡ୍‌ର କଣ୍ଟ୍ରଭର୍ସି କୁଇନ୍‌ ରାକ୍ଷୀ ସାୱନ୍ତ ମଧ୍ୟ ବାହା ହେବେ…