ହିନ୍ଦୁ ଧର୍ମରେ ବ୍ରହ୍ମ ମୁହୂର୍ତ୍ତରେ ଉଠିବାକୁ କାହିଁକି କୁହାଯାଉଛି ? ଏହା ଫଳରେ କ’ଣ ରହିଛି ଫାଇଦା
ହିନ୍ଦୁ ଧର୍ମରେ ବ୍ରହ୍ମ ମୁହୂର୍ତ୍ତ ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ । ଏହି ସମୟକୁ ଶୁଭ ସମୟ ବୋଲି ମନେ କରାଯାଏ । ବେଦ-ପୂରାଣରେ ମୁନି ଋଷି ଗଣ ବ୍ରହ୍ମ ମୁହୂର୍ତ୍ତରେ ଉଠିବା ପାଇଁ ପରାମର୍ଶ ଦେଉଥିଲେ । ଏହି ମୁହୂର୍ତ୍ତରେ ଉଠିଲେ ଅନେକ ଲାଭ ହୋଇଥାଏ । ଏହି ସମୟରେ ଉଠି ଗାଧୋଇବା, ଯୋଗ କରିବା…