ଶୌଚ ପରେ କାହିଁକି ଗୋଡ଼ ଧୋଇବା ଜରୁରୀ ? ଏହା ପଛରେ ଧାର୍ମିକ ଓ ବୈଜ୍ଞାନିକ କାରଣ କ’ଣ ରହିଛି ?
ହିନ୍ଦୁ ଧର୍ମରେ ପ୍ରତ୍ୟେକ କାର୍ଯ୍ୟର ବିଶେଷ ମହତ୍ୱ ରହିଛି l ତାହା ସ୍ନାନ ହେଉ କିମ୍ବା ଶୌଚ ହେଉ , ଭୋଜନ ହେଉ କିମ୍ବା ସୟନ ହେଉ l ଏବଂ ଏହି ସବୁ କାର୍ଯ୍ୟକୁ କରିବା ପୂର୍ବରୁ କିମ୍ବା କରିବା ପରେ ଆମେ ଗୋଡ଼ ହାତ ଧୋଇବା ହୋଇଥାଏ ଜରୁରୀ l ଏହି କିଛିଟା ନୀତି ନିୟମ କୁ ମନୁଷ୍ୟ ଦୀର୍ଘ ବର୍ଷରୁ…