କାହିଁକି ପାଳନ କରାଯାଏ ହୋଲି ? ଏହା ପଛର କ’ଣ ରହିଛି କାରଣ
ରଙ୍ଗର ପର୍ବ ହୋଲି ଫଗୁଣ ମାସର ପୂର୍ଣ୍ଣିମା ବଡ଼ ଆନନ୍ଦର ସହ ପାଳନ କରାଯାଇଥାଏ। ହୋଲି ଦିନ ପ୍ରଥମେ ହୋଲିକା ଦହନ ହୋଇଥାଏ। ହୋଲି ଦିନ ଲୋକମାନେ ସାଙ୍ଗ, ସାଥୀଙ୍କ ସହ ମିଶି ରଙ୍ଗ ଖେଳିବା ସହିତ ଫଗୁଣର ଗୀତ ବୋଲି ଖୁବ୍ ମଜା କରିଥାନ୍ତି। ଜାଣନ୍ତୁ ଭାରତରେ ହୋଲି ପର୍ବ କାହିଁକି ପାଳନ…