କାହିଁକି କରାଯାଏ ଶିଶୁଙ୍କୁ ମାଲିସ୍ ?
ପିଲାମାନଙ୍କର ସଠିକ୍ ଶାରୀରିକ ଏବଂ ମାନସିକ ବିକାଶ ପାଇଁ ଜନ୍ମରୁ ସେମାନଙ୍କ ଶରୀରକୁ ତେଲରେ ମାଲିସ୍ କରିବାକୁ ଡାକ୍ତର ପରାମର୍ଶ ଦିଅନ୍ତି । ବିଶ୍ବାସ କରାଯାଏ ଯେ ଦୈନିକ ତେଲ ସହିତ ସପ୍ତାହରେ କିଛି ଦିନ ସଠିକ୍ ମାଲିସ୍ କରିବା ଦ୍ବାରା କେବଳ ପିଲାମାନଙ୍କର ହାଡ଼ ମଜବୁତ ହୁଏ ନାହିଁ, ବରଂ ହଜମ…