କଦଳୀରେ କାହିଁକି ଲାଗନ୍ତିନି ପୋକ
କଦଳୀ ଏକ ଏମିତି ଫଳ, ଯାହାକୁ ସମସ୍ତେ ପ୍ରାୟତଃ ସବୁ ଦିନ ଖାଇଥାନ୍ତି। କଦଳୀ ସ୍ୱାସ୍ଥ୍ୟ ପାଇଁ ବେଶ୍ ଲାଭକାରୀ ହୋଇଥାଏ। ଏଥିରେ ପ୍ରଚୁର ମାତ୍ରାରେ ପୋଷକ ତତ୍ତ୍ୱ ରହିଛି, ଯାହା ଶରୀରକୁ ସୁସ୍ଥ ରଖିବା ପାଇଁ ଜରୁରୀ। କଦଳୀର ଗୁରୁତ୍ୱକୁ ଦେଖି ଏପ୍ରିଲ ମାସର ତୃତୀୟ ବୁଧବାରକୁ କଦଳୀ ଦିବସ ଭାବେ…