ଅତ୍ୟଧିକ କ୍ରୋଧ ଆସିଲେ କାହିଁକି ଶରୀର କମ୍ପନ ହୋଇଉଠେ ?
ଆଜିର ଲାଇଫ ଷ୍ଟାଇଲ ପରିବର୍ତ୍ତନ ହେବା ଦ୍ଵାରା ଯୁବକ ମାନଙ୍କ ଶରୀରରେ ବିଭିନ୍ନ ରୋଗ ଘର କରି ଯାଉଛି । ଏଙ୍ଗଜାଇଟି, ଡିପ୍ରେସନ୍, ହାଇପର ଟେନ୍ସନ୍ , ମଧୁମେହ , ଓବେଶିଟି ଭଳି ରୋଗ ଆମ ଜୀବନ ଚର୍ଯ୍ୟା ରେ ଯୋଡ଼ି ହୋଇଛି । ଏହାଦ୍ବାରା ଲୋକେ ମାନସିକ ସମସ୍ୟା ସହିତ ସଂଘର୍ଷ କରି ଥାଆନ୍ତି…