କାହିଁକି ପୁରୁଷମାନେ ନିଜଠାରୁ ଅଧିକ ବୟସର ଯୁବତୀମାନଙ୍କୁ କରନ୍ତି ପସନ୍ଦ ?
ଆଜିକାଲି ସମାଜରେ ଯୁବକମାନେ ନିଜଠାରୁ ବୟସରେ ବଡ଼ ଝିଅମାନଙ୍କ ପ୍ରତି ଅଧିକ ଆକର୍ଷିତ ହୋଇଥାନ୍ତି । ଏହାର ଅନେକ କାରଣ ରହିଛି । ଗୋଟେ ପୁଅ ନିଜ ଜୀବନସାଥୀ ଖୋଜିବାବେଳେ ତାର ବୟସକୁ କେବେ ହେଲେ ଦେଖେନାହିଁ। ଆପଣ ଚାହିଁବେ ତ ବଲିଉଡର ଅଭିଷେକ ବଚ୍ଚନଙ୍କ ଠାରୁ ନେଇ କ୍ରିକେଟର ବିରାଟ କୋହଲି ଓ…