କାହିଁକି ହୁଏ ମୁଣ୍ଡବ୍ୟଥା; ଏହାର ଉପଚାର
ସାଧାରଣ ଥଣ୍ଡା ପରି ମୁଣ୍ଡବ୍ୟଥା ଏକ ସାଧାରଣ ବିକାର । ମୁଣ୍ଡବ୍ୟଥା ଦ୍ୱାରା ଶରୀର ଆମକୁ ସୂଚନା ଦିଏ ଯେ ସବୁ ଠିକଠାକ୍ ଚାଲୁନି, କିଛି ଅସୁବିଧା ରହିଛି ଶରୀର ଭିତରେ । କେତେଗୁଡିଏ ଜଣାଶୁଣା କାରଣ ହେଲା- ଦୃଷ୍ଟିଶକ୍ତିରେ ଦୋଷ, ସାଇନସ୍ ପ୍ରଦାହ, ଅନିଦ୍ରା, ଭୂତାଣୁ ସଂକ୍ରମଣ, ହାଇ ବ୍ଲଡ୍…