Browsing Tag

Why did Manmohan Samal delete his tweet?

ଟ୍ବିଟ୍ କରି କାହିଁକି ଡିଲିଟ କଲେ ମନମୋହନ ସାମଲ ?

ମେଣ୍ଟ ପ୍ରସଙ୍ଗରେ ମତ ବଦଳାଇଲେ ମନମୋହନ । ବିଜେପି ରାଜ୍ୟ ସଭାପତିଙ୍କ ୟୁ-ଟର୍ଣ୍ଣ । ଆଜି ସକାଳେ କରିଥିବା ଟ୍ବିଟ୍ ଡିଲିଟ୍ କଲେ ମନମୋହନ ସାମଲ । ସୋସିଆଲ୍ ମିଡିଆ X ପ୍ଲାଟଫର୍ମରୁ ଟ୍ବିଟ୍ ଡିଲିଟ୍ କରିଛନ୍ତି । ରାଜ୍ୟରେ ବିଜେପି ଏକାକୀ ନିର୍ବାଚନ ଲଢ଼ିବ ଟ୍ବିଟ୍ କରିଥିଲେ ମନମୋହନ ।…