ଖାଇବା ପରେ ଗାଧୋଇବାକୁ କାହିଁକି କରାଯାଇଛି ବାରଣ; ଆସନ୍ତୁ ଜାଣିବା ଏହାର ବୈଜ୍ଞାନିକ ଓ ଧାର୍ମିକ କାରଣ
ଆମର ବ୍ୟସ୍ତବହୁଳ ଜୀବନରେ, ଆମେ ପ୍ରାୟତଃ ଶରୀରର ଯତ୍ନ ନେଇ ପାରିନଥାଉ। ପ୍ରତ୍ୟେକ ଦିନ, ଆମେ କିଛି ନା କିଛି ଛୋଟ ବଡ ଭୁଲ୍ କରିଥାଉ, ଯାହା ଆମକୁ ପରେ ଭୋଗିବାକୁ ପଡିଥାଏ। ଯେପରି ସକାଳୁ ଶୀଘ୍ର ଉଠିବା, ଠିକ୍ ସମୟରେ ଖାଦ୍ୟ ଖାଇବା, ସଠିକ୍ ମାତ୍ରାରେ ପାଣି ପିଇବା ଇତ୍ୟାଦି। ଏସବୁ ଆମର ଖୁସି…